ନୂଆଦିଲ୍ଲୀ: 280 ଆଇସୋଲେସନ ଶଯ୍ୟା ଯୋଗାଇବା ପାଇଁ ଯୋଜନା କରିଛି ଅର୍ଡନାନ୍ସ କାରଖାନା ବୋର୍ଡ । ଦେଶର 6 ରାଜ୍ୟର 10ଟି ମେଡିକାଲ ପାଇଁ 280 ଆଇସୋଲେସନ ଶଯ୍ୟା ଯୋଗାଇବା ପାଇଁ ଯୋଜନା କରିଛି ଅର୍ଡନାନ୍ସ କାରଖାନା ବୋର୍ଡ ।
ସେହିପରି ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍(ହାଲ୍) ବେଙ୍ଗାଲୁରୁରେ 3ଟି ଶଯ୍ୟା ବିଶିଷ୍ଟ ଆଇସୋଲେସନ ୱାର୍ଡ ଯୋଗାଇଛି । ଯେଉଁଥିରେ ଆଇସିୟୁ ସୁବିଧା ରହିଛି । ଏଥିସହ ହାଲ ଦ୍ବାରା 30ଟି ଶଯ୍ୟା ବିଶିଷ୍ଟ ୱାର୍ଡ 93 ଜଣଙ୍କୁ ଯୋଗାଇ ଦିଆଯାଇଛି ।