ETV Bharat / bharat

କୋଲକାତାରେ ପିଆଜ @150 - କୋଲକତା

କୋଲକାତାରେ ପିଆଜ ଦର 150 । ଏପଟେ ବିଦେଶରୁ ପିଆଜ ଆସିଲେ ବି ଖାଉଟିଙ୍କୁ ନିଅଣ୍ଟ । ଉଭୟ ଖାଉଟି ବେପାରୀ ଚିନ୍ତାରେ । ଅଧିକ ପଢନ୍ତୁ..

onion,kolkata
ପ୍ରତିକାତ୍ମକ ଫଟୋ
author img

By

Published : Dec 5, 2019, 9:50 AM IST

Updated : Dec 5, 2019, 9:58 AM IST

କୋଲକାତା: ବର୍ଦ୍ଧିତ ପିଆଜ ଦରରେ ଲଗାମ ଲାଗାଇବା ପାଇଁ ଅର୍ଥମନ୍ତ୍ରୀ ପଦକ୍ଷେପ ନେଇଥିବା କହିଥିଲେ । ହେଲେ କେଉଁଠି ବି ସୁଧୁରିନି ସ୍ଥିତି । ଦର କମିବା ଅପେକ୍ଷା ବେଶୀ ବଢି ଚାଲିଛି । ବିଭିନ୍ନ ସ୍ଥାନରେ ଶହେ ପାର ପିଆଜ ଦର । ତେବେ ଏଭଳି ସ୍ଥିତିରେ କୋଲକାତାରେ ଦର 150ରେ ପହଞ୍ଚିଲାଣି ।

ପୂର୍ବରୁ ଦର 80ରୁ 100 ଟଙ୍କା ଥିବାବେଳେ ଅଚାନକ 150ରେ ପହଞ୍ଚିଛି । ଫଳରେ ଖାଉଟିଙ୍କ ଚିନ୍ତା ବଢାଇବାରେ ଲାଗିଛି ପିଆଜ । ବଜାର ସହ ହାଣ୍ଡିଶାଳରୁ ମଧ୍ୟ ଗାଏବ ହେବାରେ ଲାଗିଛି ପିଆଜ । କମ ପିଆଜର ସ୍ଥାନ ପୂରଣ କରିବା ପାଇଁ ବିଦେଶରୁ ମଧ୍ୟ ଆସୁଛି । କିନ୍ତୁ କିଛି ଲାଭ ନାହିଁ । ବେପାରୀ ଓ ଖାଉଟି ସେମିତି ଅସୁବିଧା ଭୋଗୁଛନ୍ତି । ଦର କମିବା ପରିବର୍ତ୍ତେ ଦିନକୁ ଦିିନ ବଢିବାରେ ଲାଗିଛି ।

Intro:Body:

BLANK FOR LINK 

Conclusion:
Last Updated : Dec 5, 2019, 9:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.