ETV Bharat / bharat

ଛତିଶଗଡରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର, ଜଣେ ନକ୍ସଲ ନିହତ

author img

By

Published : Sep 28, 2020, 2:08 PM IST

ନକ୍ସଲ ବିରୋଧରେ ଛତିଶଗଡ ସୁରକ୍ଷାକର୍ମୀଙ୍କ ଅପରେସନ । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ନକ୍ସଲ ନିହତ। ଅଧିକ ପଢନ୍ତୁ...

One Naxal Neutralised In Chhattisgarh By Security Personnels
ଛତିଶଗଡରେ ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟର,ଜଣେ ନକ୍ସଲ ନିହତ

ରାୟପୁର: ନକ୍ସଲ ବିରୋଧରେ ଛତିଶଗଡ ସୁରକ୍ଷାକର୍ମୀଙ୍କ ଅପରେସନ । ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ନକ୍ସଲ ନିହତ ହୋଇଛି। ସୂଚନା ଅନୁସାରେ, ବିଜାପୁରର ପେଡାପାଲ ପିଡିଆ ଜଙ୍ଗଲ ନିକଟରେ ନକ୍ସଲ ଥିବା ଖବର ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଏନକାଉଣ୍ଟର ।

ସୁରକ୍ଷାକର୍ମୀ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ମଧ୍ୟରେ ଜଣେ ନକ୍ସଲ ଘଟଣାସ୍ଥଳରେ ଟଳି ପଡିଥିଲ । ଆଉ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ତେବେ, ଏହି ଅଞ୍ଚଳରେ ନକ୍ସଲମାନଙ୍କ ଗତିବିଧି ଅଧିକ ସକ୍ରିୟ ଥିବା ଥିବା ବେଳେ ସାଧାରଣ ଲୋକ ଜୀବନ ଜୀବିକାକୁ ପ୍ରଭାବିତ କରୁଥିଲେ । ତେବେ ଏନକାଉଣ୍ଟରେ ଜୀବନ ହାରିଥିବା ନକ୍ସଲ ଜଣଙ୍କ ବିଭିନ୍ନ ହିଂସାରେ ଜଡିତ ଥିଲେ ବୋଲି ଜଣାପଡିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.