ETV Bharat / bharat

ବିଜାପୁରରେ ଯବାନ-ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ, ଜଣେ ଯବାନ ଶହୀଦ - ଯବାନ ନକ୍ସଲ ଗୁଳିବିନିମୟ

ଛତିଶଗଡ ବିଜାପୁରରେ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ସମୟରେ ଜଣେ ଯବାନ ଶହୀଦ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Nov 7, 2019, 9:56 AM IST

ରାୟପୁର: ଛତିଶଗଡ ବିଜାପୁର ଜିଲ୍ଲାର ଅନ୍ତିମ ଛୋର ପାମେଡ ଅଞ୍ଚଳରେ ସିଆରପିଏଫ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ । ଏଥିରେ ଜଣେ ସିଆରପିଏଫ ଯବାନ ଶହୀଦ ହୋଇଛନ୍ତି । ଶହୀଦ ଯବାନ ଜଣକ ହେଲେ କାନ୍ତାପ୍ରସାଦ ।

ଘଟଣାର ସୂଚାନ ଦେଇ ବିଜାପୁର ପ୍ରଭାରୀ ଏସପି ଗୋବର୍ଦ୍ଧନ ଠାକୁର କହିଛନ୍ତି, ବିଳମ୍ବିତ ରାତିରେ ସର୍ଚ୍ଚ ଅପରେସନ ସାରି ଯବାନ ମାନେ ଫେରୁଥିଲେ । ଏହି ସମୟରେ ଝାରପଲ୍ଲୀ ଜଙ୍ଗଲରେ ଲୁଚି ରହିଥିବା ନକ୍ସଲମାନେ ଯବାନଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ । ଏହାପରେ ଯବାନମାନେ ମଧ୍ୟ ପାଲଟା ଜବାବ ଦେଇଥିଲେ ।

ପ୍ରାୟ ଏକ ଘଣ୍ଟା ଧରି ଉଭୟ ପଟୁ ଜାରି ରହିଥିଲା ଗୁଳିଚାଳନା । ଅତ୍ୟଧିକ ଯବାନଙ୍କୁ ଦେଖି ନକ୍ସଲ ମାନେ ଘନ ଜଙ୍ଗଲର ଫାଇଦା ଉଠାଇ ଖସି ପଳାଇଥିଲେ । କିନ୍ତୁ ଏଥିରେ ଜଣେ ଯବାନ କାନ୍ତାପ୍ରସାଦ ଆହତ ହୋଇଥିଲେ । ତାଙ୍କୁ ଚେରଲାର କାଲିପେରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଚିକିତ୍ସା ସମୟରେ ସେ ଶହୀଦ ହୋଇଛନ୍ତି ।

Intro:Body:

yy

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.