ETV Bharat / bharat

ଏମିତି ଏକ ଲାଇବ୍ରେରୀ...ପାଠକଙ୍କୁ ଟାଣେ ହିନ୍ଦୀ କୋରାନ, ଉର୍ଦ୍ଦୁ ଭାଗବତ ଗୀତା - ପାଠାଗାର

ଏମିତି ଏକ ପାଠାଗାର ଯେଉଁଠି ଅଛି ସାତ ଶହ ବର୍ଷର ପୁରୁଣା ବହି ଓ ହିନ୍ଦି ଭାଷାରେ କୋରାନ, ଉର୍ଦ୍ଦୁଭାଷାରେ ଭାଗବତ ଗୀତା । ରାଜଧାନୀର ପୁରୁଣା ଦିଲ୍ଲୀରେ ରହିଛି ଏହି ଲାଇବ୍ରେରୀ । ପିଲାଠୁ ବୁଢା ସମସ୍ତେ ଏକାଠି ହୁଅନ୍ତି ଏଠାରେ। ତେବେ ଆସନ୍ତୁ ଜାଣିବା ପାଠାଗାର ବିଷୟରେ ଆଉ କିଛି ଅଜଣା କଥା...

ଡିଜାଇନ ଫଟୋ
author img

By

Published : Aug 29, 2019, 11:10 PM IST

ନୂଆଦିଲ୍ଲୀ: ସଂଧ୍ୟା ହେଲେ ଜମେ ଲୋକଙ୍କ ଭିଡ । ପିଲା ଠାରୁ ବୁଢା ସମସ୍ତେ ହୁଅନ୍ତି ଏକାଠି । ହେଲେ ଆମେ ଆପଣଙ୍କୁ କୌଣସି ପାର୍କ କିମ୍ବା ଗାର୍ଡେନ କଥା କହୁନୁ। ଆଣେ କହୁଛୁ ପୁରୁଣା ଦିଲ୍ଲୀର ହଜରତ ଶାହା ୱାଲିଉଲାହ ପବ୍ଲିକ ଲାଇବ୍ରେରୀ କଥା । ଯେଉଁଠି ପ୍ରତିଦିନ ଏକାଠି ହୁଅନ୍ତି 25ରୁ 30 ଲୋକ । ଏକାଠି ହେବା ପରେ ବହି ପଢିବା ସହ ନିଜ ନିଜ ଭିତରେ ହୁଏ ଭାଷା ଆଦାନ ପ୍ରଦାନ । ଅନେକ ଅଜଣା ଭାଷା ବି ନିଜର ନିଜର ଲାଗିଥାଏ ବୋଲି କହନ୍ତି ଏଠାକୁ ଆସୁଥିବା ଲୋକେ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

1994 ମସିହାରେ କିଛି ବହିକୁ ନେଇ ଆରମ୍ଭ ହୋଇଥିଲା ଏହି ଲାଇବ୍ରେରୀ । ପାଠାଗାରର ପ୍ରତିଷ୍ଠାତା ନିଜେ ବହି ଆଣି ଲାଇବ୍ରେରୀ ବନାଇବାର ସ୍ବପ୍ନ ଦେଖିଥିଲେ ବୋଲି କୁହନ୍ତି ଦିଲ୍ଲୀ ୱେଲଫେୟାର ଆସୋସିଏସନର ଅଧ୍ୟକ୍ଷ ସିକନ୍ଦର ଚେଙ୍ଗେଜି । ଏହାପର ଠାରୁ ଅନେକ ଲୋକ ବହି ଦାନ କରିଥାନ୍ତି । ବର୍ତ୍ତମାନ ଲାଇବ୍ରେରୀରେ 21 ହଜାର ବହି ରହିଛି । ଲାଇବ୍ରେରୀରେ ସାତ ଶହ ବର୍ଷର ଆରବିକ ଲଜିକ ବହି ମଧ୍ୟ ରହିଛି । ଏହାସହ ଉର୍ଦ୍ଦୁ ଭାଷାରେ ଭାଗବତ ଗୀତା, ହିନ୍ଦିରେ କୋରାନ ଓ ପାର୍ସି ଭାଷାରେ ରାମାୟଣ ରହିଥିବା ଏହି ଲାଇବ୍ରେରୀ ପାଠକଙ୍କୁ ନିଜ ଆଡକୁ ଟାଣିଆଣେ ।

ମିର୍ଜା ଗାଲିବଙ୍କ,ମହମ୍ମଦ ଇବ୍ରାହିମ ଜକ,ମୋମିନ ଖାନ ଓ ସୁଫିଙ୍କ କବିତା ବହି ମଧ୍ୟ ଏହି ପାଠାଗାରରେ ରହିଛି । ଗବେଷଣା ପାଇଁ ମଧ୍ୟ ଏଠାରେ ରହିଛି ଅନେକ ବହି । ଅନେକ ଛାତ୍ରଛାତ୍ରୀଙ୍କ ପ୍ରିୟ ସ୍ଥାନ ଏହି ଲାଇବ୍ରେରୀ । କୌଣସି ପାର୍ଟି ପବକୁ ନଯାଇ ଏହି ଲାଇବ୍ରେରୀରେ ସଂଧ୍ୟା ବିତାନ୍ତି କିଛି ଯୁବକ । ସର୍ବଦା ଶାନ୍ତ ଥିବା ଏହି ସ୍ଥାନ ସଂଧ୍ୟା ହେଲେ ହୋଇଉଠେ କୋଳାହଳ ।

ବିଭିନ୍ନ ବହି ଓ ବ୍ୟକ୍ତିଙ୍କ ସହ ମିଶି ଅନେକ ଭାଷା ମଧ୍ୟ ଶିଖିଥାନ୍ତି ଏମାନେ । ପଢିବା ସହ କ୍ୟାରମ ଓ ବୋର୍ଡ ଗେମ ମଧ୍ୟ ଖେଳିଥାନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Intro:पुरानी दिल्ली में जामा मस्जिद के करीब एक पहाड़ी इमली गली है, गली काफी तंग है और गली में घुसते ही दाएं हाथ पर दीवार पर काले रंग से उर्दू में लिखा है 'अल्लाह सब देख रहा है, यहाँ कूड़ा ना डालें' और गली के द्वार पर बीच में एक खमबा खड़ा है जिससे कोई रिक्शा गली में ना जा पाए, क्यूंकि गली इतनी तंग है कि अगर आमने सामने से दो मोटरसाइकिल आ जाएँ तो रास्ता बंद हो जाए. शायद गली का नाम पहाड़ी इमली इसलिए लिए रखा गया होगा क्योंकि गली में काफी चढ़ाई है, गली में घुसने के बाद ऐसा लगता है जैसे किसी पहाड़ी इलाक़े में पैदल चल रहे हों. गली से गुज़रते हुए आपको बिल्लियां नज़र आएँगी जो आपको देर तक घूरेंगी, हर नए शख्स को घूरतीं है. पहाड़ी इमली गली में दस बीस कदम चलने के बाद बाये हाथ पर एक डॉक्टर का क्लिनिक है, इसी क्लिनिक के पड़ोस में एक छोटा सा दरवाज़ा है, ऊपर हरे रंग का बोर्ड लगा है जिसपर चूने के सफ़ेद दाग हैं, बोर्ड पर लिखा है 'हज़रत शाह वलीउल्लाह पब्लिक लाइब्रेरी'.

Body:पुरानी दिल्ली: 'हज़रात शाह वलीउल्लाह पब्लिक लाइब्रेरी' पुरानी दिल्ली में इकलौती लाइब्रेरी है जो रात में दस बजे खुलती है, छोटे से कमरे में बनी ये लाइब्रेरी दुर्लभ हो रही किताबों का ख़ज़ाना है. इस लाइब्रेरी कि सरपरस्ती दिल्ली यूथ वेल-फेयर एसोसिएशन करती है.

लाइब्रेरी के बारे में जानने के लिए ईटीवी भारत ने दिल्ली यूथ वेल-फेर एसोसिएशन (DYWA) के महासचिव सिकंदर चंगेज़ी से बातचीत की, उन्होंने बताया की करीब 25 साल पहले DYWA ने लाइब्रेरी की शुरुआत इलाक़े में शिक्षा को बढ़ावा देने के लिए की थी, इल्म के लिए एक किताब चाहिए और किताब के लिए क़ुतुबखाने का होना बहुत ज़रूरी है.

हज़रत शाह वलीउल्लाह पब्लिक लाइब्रेरी में दिल्ली के कॉलेजों के छात्रों के साथ साथ देश और दुनिया से लोग रिसर्च करने आते हैं, यहाँ करीब 700 साल पुरानी किताबें मौजूद हैं, लाइब्रेरी में 700 साल पुरानी किताबों की श्रेणी में उर्दू-संस्कृत मिश्रित गीता और अल्लामा अजीमुद्दीन की किताब बदयूमिजान मौजूद है. उर्दू के साथ विभिन्न ज़बानों में भगवद गीता, रामायण, महाभारत ,उपनिषद और 4O ज़बानों में क़ुरान शरीफ भी मौजूद है.

आमतौर पर लाइब्रेरी में लोग शांति से बैठकर पढ़ते हैं लेकिन इस लाइब्रेरी में लोग पढ़ने के साथ साथ विभिन्न विषयों पर चर्चा करते हैं, अक्सर देर रात बैठकर लोग यहाँ ग़ालिब, मोमिन, मजाज़ आदि शायरों और पुरानी दिल्ली के संस्कृति के बारे में नई पीढ़ी को बताते हैं.

ख़ास बात यह है की लाइब्रेरी में आने वालों से किसी तरह की फ़ीस नहीं ली जाती बल्कि यहाँ आने वाले तमाम लोगों की चाय से मेहमाननवाज़ी होती है.
Conclusion:सिकंदर चंगेज़ी ने बताया कि जब शाहजहाँ ने दिल्ली को राजधानी बनाया था उस दौर में दिल्ली के विभिन्न इलाक़ों में लाइब्रेरी क़ायम होना शुरू हो गयी थी,अधिकांश मस्जिद, मदरसों और घरों में लाइब्रेरी हुआ करती थी.

## Visual Mojo se Bhejein hain ##
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.