ETV Bharat / bharat

ମଇଁଷି ଶିଙ୍ଗ ମାଲିସରେ ଉଡିଗଲା 16 ଲକ୍ଷ ଟଙ୍କା - oil worth rs 16 lakh used to polish buffalo horns

ପୁଣି ଚର୍ଚ୍ଚାରେ ଚାରା ଘୋଟାଲା ମାମଲା । ମଇଁସି ଶିଙ୍ଗରେ ତେଲ ମାଲିସରେ 16 ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଲେ ଲାଲୁ ଯାଦବ । ନକଲି ବିଲ ପ୍ରସ୍ତୁତ କରି ସରକାରଙ୍କୁ ଏପରି ଠକିଥିବା ନେଇ ବିଧାନସଭାରେ ବ୍ୟୟ ବିଲ ଆଗତ ବେଳେ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଏହା ଜଣାଇଛନ୍ତି ।

ପ୍ରତିକାତ୍ମକ ଫଟୋ
author img

By

Published : Jul 30, 2019, 12:12 PM IST

Updated : Jul 30, 2019, 12:40 PM IST

ପାଟନା: ଚାରା ଦୁର୍ନୀତି ମାମଲାରେ ଆଉ ଏକ ନୂଆ ଟ୍ବିଷ୍ଟ । 5 ବର୍ଷରେ ଭିତରେ କେବଳ ମଇଁଷି ସିଙ୍ଗ ମାଲିସ ପାଇଁ ଖର୍ଚ୍ଚ ହୋଇଛି 16 ଲକ୍ଷ । ଏପରି ଭାବେ ପାଣି ଭଳି ଲାଲୁ ସରକାର ଉଡାଇଥିଲେ ଟଙ୍କା । ବିଧାନସଭାରେ ବ୍ୟୟ ବିଲ ଉପସ୍ଥାପନ ବେଳେ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ଏନେଇ ଖୁଲାସା କରିଛନ୍ତି ।

ରିପୋର୍ଟ ଅନୁଯାୟୀ 1990-91ରୁ 1995-96 ପର୍ଯ୍ୟନ୍ତ ମୋଟ 16 ଲକ୍ଷ ଟଙ୍କାର 49,950 ସୋରିଷ ତେଲ କିଣାଯାଇଛି । ଏହା ପରେ ବହୁ ଉପରିସ୍ଥ ଅଧିକାରୀଙ୍କ ସହଯୋଗରେ ଏକ ନକଲି ବିଲ ପ୍ରସ୍ତୁତ କରାଯାଇଥିଲା । ଏ ତଥ୍ୟ ଦେବା ସହ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାର ଦ୍ବାରା ବଳକା କିମ୍ବା ନିଅଣ୍ଟ ବ୍ୟୟକୁ ବଜେଟ ମାଧ୍ୟମରେ ନିଆଯାଇଥାଏ । ହେଲେ ଲାଲୁ ପ୍ରସାଦ ଯାଦବଙ୍କ ଅଧିନସ୍ଥ ତତକାଳୀନ ସରକାର ଏହାର ପାଳନ କରିନଥିଲେ । ବରଂ ନକଲି ବିଲ ଜରିଆରେ ଜନତାଙ୍କ ଧନ ହଡପ କରି ଟଙ୍କା ଆତ୍ମସାତ କରିଥିଲେ ।

Intro:Body:

BLANK FOR LINK 

Conclusion:
Last Updated : Jul 30, 2019, 12:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.