ETV Bharat / bharat

ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ରାଜ୍ୟରେ ମତଦାନ ଆରମ୍ଭ - voter

ଓଡିଶାରେ 4 ଲୋକସଭା ଏହି ଅନ୍ତର୍ଗତ 28 ବିଧାନସଭାରେ ଆରମ୍ଭ ହୋଇଛି ମତଦାନ। ଭୋଟ ଦେଇ ରାଜ୍ୟବାସୀ ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରୁଛନ୍ତି । ରାଜ୍ୟର ସମସ୍ତ ପୁଲିଂ ବୁଥରେ ଭୋଟ ଗ୍ରହଣ ପାଇଁ ସୁବନ୍ଦୋବ୍ୟସ୍ତ ହୋଇଥିବା ବେଳେ ଭୋଟରମାନେ ଉତ୍ସାହିତର ସହିତ ଭୋଟ ଦେଉଛନ୍ତି ।

ପ୍ରତିକାତ୍ମକ ଫଟୋ
author img

By

Published : Apr 11, 2019, 7:19 AM IST

Updated : Apr 11, 2019, 7:05 PM IST

ଭୁବନେଶ୍ବର: ଆରମ୍ଭ ହେଲା ଗଣତନ୍ତ୍ରର ମହାଉତ୍ସବ। ସର୍ବବୃହତ ଗଣତାନ୍ତ୍ରିକ ଦେଶରେ ଆଜିଠୁ 2 ମାସ ଧରି ଗଣତାନ୍ତ୍ରିକ ମହାପର୍ବ ଜାରି ରହିବ। ଭୋଟ ଦେଇ ନିଜର ନେତା ବାଛିବା ଆରମ୍ଭ କରିଦେଇଛନ୍ତି ଦେଶବାସୀ । ଆଜି ପ୍ରଥମ ପର୍ଯ୍ୟାୟରେ ଦେଶର 18ଟି ରାଜ୍ୟ ଏବଂ 2ଟି କେନ୍ଦ୍ର ଶାସିତ ଅଞ୍ଚଳର 91ଟି ଲୋକସଭା ଆସନ ସମେତ 4ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଆରମ୍ଭ ହୋଇଛି । ସେହିପରି ଓଡିଶାରେ 4 ଲୋକସଭା ଏହି ଅନ୍ତର୍ଗତ 28 ବିଧାନସଭାରେ ଆରମ୍ଭ ହୋଇଛି ମତଦାନ। ଭୋଟ ଦେଇ ଦେଶବାସୀ ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରୁଛନ୍ତି । ରାଜ୍ୟର ସମସ୍ତ ପୁଲିଂ ବୁଥରେ ଭୋଟ ଗ୍ରହଣ ପାଇଁ ସୁବନ୍ଦୋବ୍ୟସ୍ତ ହୋଇଥିବା ବେଳେ ଭୋଟରମାନେ ଉତ୍ସାହିତର ସହିତ ଭୋଟ ଦେଉଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଉପାନ୍ତରୁ ଉପକୂଳ, ଲାଲ ଇଲାକାରୁ ଅନୁନ୍ନତ ଅଞ୍ଚଳ ସବୁଠି ମତଦାନ ପାଇଁ ଭୋଟରଙ୍କ ମଧ୍ୟରେ ଅଦ୍ଭୂତପୂର୍ବ ଉତ୍ସାହ ଏବଂ ଉତ୍କଣ୍ଠା ପରିଲକ୍ଷିତ ହେଉଛି । ଆଜି ରାଜ୍ୟର 4ଟି ଲୋକସଭା ଏବଂ 28ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସକାଳ 7ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 6 ପର୍ଯ୍ୟନ୍ତ ଚାଲିବ। ଏପଟେ ଭୋଟରଙ୍କ ମଧ୍ୟରେ ଭୋଟ ଦେବା ପାଇଁ କ୍ରେଜ ଏବଂ ଉନ୍ମାଦ ପରିଲକ୍ଷିତ ହେଉଥିବା ବେଳେ ନିର୍ବାଚନ ଲଢୁଥିବା ପ୍ରାର୍ଥୀ ସମ୍ଭାବନାର ସମୁଦ୍ରରେ ଭୁସୁଛନ୍ତି ।

polling booth
ପ୍ରତିକାତ୍ମକ ଫଟୋ

ପ୍ରଥମ ପର୍ଯ୍ୟାୟରେ 4ଟି ଲୋକସଭା ଆସନ- କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ବ୍ରହ୍ମପୁର ଏବଂ ଏହା ଅନ୍ତର୍ଗତ 28ଟି ବିଧାନସଭା ଆସନରେ ଆରମ୍ଭ ହୋଇଯାଇଛି ମତଦାନ।

ବିଧାନସଭା ଆସନ-

  1. ନବରଙ୍ଗପୁର- ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ, ମଲକାନାଗିରି, ଚିତ୍ରକୋଣ୍ଡ
  2. କୋରାପୁଟ- ଗୁଣୁପୁର, ବିଷମକଟକ, ରାୟଗଡା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟ୍ଟଙ୍ଗୀ
  3. କଳାହାଣ୍ଡି- ନୂଆପଡା, ଖରିଆର, ଲାଞ୍ଜିଗଡ, ଜୁନାଗଡ, ଧର୍ମଗଡ, ଭବାନୀପାଟଣା, ନର୍ଲା
  4. ବ୍ରହ୍ମପୁର- ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପରଳାଖେମୁଣ୍ଡି

Intro:Body:

ମାଲକାନଗିରିରେ ମହିଳାଙ୍କ ପାଇଁ ପିଙ୍କ୍ ପୋଲିଂ ବୁଥ୍

ମାଲକାନଗିରି: ରାତି ପାହିଲେ ମାଓ ପ୍ରବଣ ମାଲକାନଗିରି ଜିଲ୍ଲାରେ ଭୋଟ । ହେଲେ ଏହା ପୂର୍ବରୁ ସମସ୍ତ ବୁଥରେ ପହଞ୍ଚି ସାରିଛନ୍ତି ପୋଲିଂ ପାର୍ଟି । ଏକା ସାଙ୍ଗରେ ବିଧାନସଭା ଓ ଲୋକସଭା ଆସନ ପାଇଁ ଭୋଟରଙ୍କୁ ଦୁଇ ଦୁଇଟି ଭୋଟ ଦେବାକୁ ହେବ। ତେଣୁ ମାଲକାନଗିରି ଜିଲ୍ଲାର ଦୁଇଟି ପୌର ପାଳିକାରେ ମହିଳା ମାନେ କିପରି ସୁରୁଖୁରୁରେ ଭୋଟ ଦେଇପାରିବେ ସେଥିପାଇଁ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ବ୍ୟବସ୍ତା କରିଛି । 

ମାଲକାନଗିରି ପୌର ପରିଷଦ ଓ ବାଲିମେଳା ଏନଏସିରେ ଦୁଇଟି ପିଙ୍କ ବୁଥ୍ କରାଯାଇଛି । ଯେଉଁଠି କେବଳ ମହିଳା ମାନେ ହିଁ ଭୋଟ ଦେଇ ପାରିବେ । ଏମିତି କି ସେଠାରେ ନିୟୋଜିତ ହୋଇଥିବା ସମସ୍ତ ପୋଲିଂ ଅଧିକାରୀ ଓ ପୋଲିସ କର୍ମଚାରୀ ମାନେ ବି ମହିଳା । 

ପାନୀୟ ଜଳ ଠାରୁ ଆରମ୍ଭ କରି ଦିବ୍ୟାଙ୍ଗଙ୍କ ଲାଗି ହ୍ବିଇଲ ଚେୟାର ବ୍ୟବସ୍ଥା କରାଯାଇଛି । ଏଠାରେ ଅଧିକା ସଂଖ୍ୟାରେ ମହିଳା ମାନେ ମତଦାନ କରିବେ ବୋଲି ଜିଲ୍ଲା ପ୍ରଶାସନ ଆଶା ରଖିଛି।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Conclusion:
Last Updated : Apr 11, 2019, 7:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.