ETV Bharat / bharat

ହାଇଦ୍ରାବାଦରେ ଓଡିଆ ଯୁବକଙ୍କ ଆତ୍ମହତ୍ୟା

author img

By

Published : Nov 24, 2019, 10:02 AM IST

ବାଲେଶ୍ବର ଜିଲ୍ଲାର ଚନ୍ଦନ ଗୋହାରେ ନାମକ ଯୁବକ ଗତ ଶନିବାର ହାଇଦ୍ରାବାଦରେ ରହୁଥିବା ଏକ ଭଡାଘରେ ଆତ୍ମହତ୍ୟା କରିଛନ୍ତି।

ଫଟୋ ସୌଜନ୍ୟ: ଇଟିଭି ଭାରତ

ହାଇଦ୍ରାବାଦ: ହାଇଦ୍ରାବାଦରେ ଓଡିଆ ଯୁବକଙ୍କ ଆତ୍ମହତ୍ୟା । ବାଲେଶ୍ବର ଜିଲ୍ଲାର ଚନ୍ଦନ ଗୋହାରେ ନାମକ ଯୁବକ ଗତ ଶନିବାର ହାଇଦ୍ରାବାଦରେ ରହୁଥିବା ଏକ ଭଡା ଘରେ ଆତ୍ମହତ୍ୟା କରିଛନ୍ତି ।

ଗତ 15 ଦିନ ତଳେ ଚନ୍ଦନ ହାଇଦ୍ରବାଦ ଯାଇଥିଲେ । ସେ ହାଇଦ୍ରାବାଦର ଜଗଦଗିରିଗୁଟା ପୋଲିସ ଷ୍ଟେସନ ନିକଟସ୍ଥ ଏସବେଷ୍ଟୋଶ କଲୋନୀର ଶେଷ ବସଷ୍ଟପ୍ ନିକଟସ୍ଥ ଭଡା ଘରେ ରହୁଥିଲେ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଗତ ଶନିବାର ଘରେ କେହି ନଥିବା ସମୟରେ ସେ ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । କିଛିସମୟ ପରେ ସ୍ଥାନୀୟ ଲୋକେ ଆସି ତାଙ୍କ ଘର କବାଟ ଖୋଲିଥିଲେ । ମାତ୍ର ସେତେବେଳକୁ ଚନ୍ଦନଙ୍କର ମୃତ୍ୟୁ ଘଟିଥିଲା। ଏପଟେ ଖବର ପାଇ ଜଗଦଗିରିଗୁଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏ ଘଟଣାର ତଦନ୍ତ ଆରମ୍ଭ କରିଛି।

Intro:Body:

Chandan Gohare (28), a resident of Balasore, Orissa state migrated to Hyderabad city about fifteen days ago. And he is living in a rented house at the last Bustop of Asbestos colony, under Jagadgirigutta Police Station. On Saturday, when nobody was at home, he tried to commit suicide by spraying himself with kerosine. He was unable to bare the fire shouted to save him. But he was already dead when locals noticed the doors open. Jagadgirigutta police, who received the information, have come to the scene and registered a case and investigating.

Byte: Ganga Reddy, C.I, Jagadgirigutta

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.