ETV Bharat / bharat

ଯୁଗ୍ମ-ଅଯୁଗ୍ମ ଫର୍ମୁଲା: ଦ୍ବିତୀୟ ଦିନରେ 562 ଚାଲାଣ - odd even

ମଙ୍ଗଳବାର ଦିଲ୍ଲୀ ଟ୍ରାଫିକ ପୋଲିସ ପାଇଁ ଥିଲା ବ୍ୟସ୍ତଭରା ଦିନ । ଯୁଗ୍ମ-ଅଯୁଗ୍ମ ଫର୍ମୁଲା ପାଇଁ ଅନେକ ଚାଲାଣ କାଟିବା ସହ ମୁସଲମାନମାନଙ୍କ ଚେହଲୁମର ରାଲିକୁ ନିୟନ୍ତ୍ରଣ କରି ବେହାଲ ଟ୍ରାଫିକ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Nov 6, 2019, 10:34 AM IST

ନୂଆଦିଲ୍ଲୀ: ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ ହେବାର ଦ୍ବିତୀୟ ଦିନରେ ସେହି ଗାଡି ମାନଙ୍କର ଚାଲାଣ କଟାଯାଇଛି, ଯେଉଁମାନଙ୍କର ଗାଡି ନମ୍ବର ଯୁଗ୍ମ ସଂଖ୍ୟା ଅଟେ । ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପ୍ରାୟ 562 ଚାଲାଣ ଟ୍ରାଫିକ ପୋଲିସ ଓ ସରକାରୀ ଟିମଙ୍କ ଦ୍ବାରା କଟାଯାଇଛି । ସେଥିମଧ୍ୟରୁ ଟ୍ରାଫିକ ପୋଲିସ ପକ୍ଷରୁ 213, ଟ୍ରାନ୍ସପୋର୍ଟ ବିଭାଗ ପକ୍ଷରୁ 157 ଓ ରେଭିନ୍ୟୁ ବିଭାଗ ପକ୍ଷରୁ 192ଟି ଗାଡିର ଚାଲାଣ କଟା ଯାଇଛି ।

ଜଏଣ୍ଟ କମିଶନର ନର୍ନ୍ଦ୍ର ସିଂହ ବୁନ୍ଦେଲାଙ୍କ କହିବାନୁସାରେ, ଟ୍ରାଫିକ ପୋଲିସ ପାଇଁ ମଙ୍ଗଳବାର ବହୁତ ବ୍ୟସ୍ତଭରା ଦିନ ଥିଲା । ଗୋଟେପଟେ ଯୁଗ୍ମ-ଅଯୁଗ୍ମର ଫର୍ମୁଲା ପାଇଁ ଚାଲାଣ କାଟିବା ଅନ୍ୟପଟେ ମୁସଲମାନଙ୍କର ଚେହଲୁମର ରାଲିକୁ ନେଇ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ଯିବା । ଏହିପରି ଭାବେ ସକାଳ 8 ଠାରୁ ରାତି 8ଟା ପର୍ଯ୍ୟନ୍ତ ଚାଲାଣ କଟା ଜାରି ରହିଥିଲା ।

ଜଣେ ଟ୍ରାଫିକ ପୋଲିସ କହିଛନ୍ତି ସକାଳ ପ୍ରାୟ 10ଟା ସମୟରେ ପୁରୁଣା ଦିଲ୍ଲୀରୁ ମୁସଲମାନମାନଙ୍କର ଚେହଲୁମ ବାହାରିଥିଲା । ଯାହାକୁ କର୍ବଲା ପର୍ଯ୍ୟନ୍ତ ଯିବାର ଥିଲା । ସେନେଇ ଏହାକୁ ଅଜମେରୀ ଗେଟ, ପହାଡଗଞ୍ଜ, କନାଣ୍ଟ ପ୍ଲେସ ଓ ଲୁଟିୟନ ଦେଇ ରାତି 9.30ରେ ପହଞ୍ଚିଥିଲା । ଏନେଇ ପୁରା ରାସ୍ତାରେ ଟ୍ରାଫିକ ପୋଲିସ ନିୟୋଜିତ ଥିଲେ ।

Intro:Body:

test

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.