ETV Bharat / bharat

କୋରୋନା ରୋଗୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ସ୍ବାସ୍ଥ୍ୟକର୍ମୀ - ସ୍ବାସ୍ଥ୍ୟକର୍ମୀ

ମହାରାଷ୍ଟ୍ର ଚନ୍ଦ୍ରପୁର ଜିଲ୍ଲାରେ ଥିବା ସରକାରୀ କୋଭିଡ ମେଡିକାଲରେ ସ୍ବାସ୍ଥ୍ୟକର୍ମୀମାନେ ରୋଗୀଙ୍କ ସେବା ସମେତ ସେମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିବା ଦେଖିବାକୁ ମିଳିଛି ।

nurses tied up Rakhis
କୋରୋନା ରୋଗୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ସ୍ବାସ୍ଥ୍ୟକର୍ମୀ
author img

By

Published : Aug 3, 2020, 6:05 PM IST

ମୁମ୍ବାଇ: କୋରୋନା ମହାମାରୀରେ ସଂକ୍ରମିତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ସ୍ବାସ୍ଥ୍ୟକର୍ମୀ । ଆଜି ରାକ୍ଷୀ ପୂର୍ଣ୍ଣିମାରେ ମହାରାଷ୍ଟ୍ର ଚନ୍ଦ୍ରପୁର ଜିଲ୍ଲାରେ ଥିବା ସରକାରୀ କୋଭିଡ ମେଡିକାଲରେ ସ୍ବାସ୍ଥ୍ୟକର୍ମୀ ରୋଗୀଙ୍କ ସେବା ସମେତ ସେମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିବା ଦେଖିବାକୁ ମିଳିଛି ।

କୋରୋନା ରୋଗୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ସ୍ବାସ୍ଥ୍ୟକର୍ମୀ

ଆଜି ରାକ୍ଷୀ ପୂର୍ଣ୍ଣିମା କାରଣରୁ ୱାର୍ଡରେ ଚିକିତ୍ସିତ ରୋଗୀ ନିଜ ଭଉଣୀକୁ ମନେ ପକାଇଥିଲେ । କିନ୍ତୁ ଏଠାରେ ଥିବା ନର୍ସ କର୍ମଚାରୀମାନେ ରୋଗୀଙ୍କ ହାତରେ ରାକ୍ଷୀ ବାନ୍ଧି ମାନବିକତାର ପରିଚୟ ଦେଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.