ETV Bharat / bharat

ନାଗାଲାଣ୍ଡରେ ପ୍ରଥମ କୋଭିଡ-19 ପଜିଟିଭ

ପୂର୍ବ-ଉତ୍ତରରେ କୋରୋନାର କଳା ବାଦଲ । ନାଗାଲାଣ୍ଡରେ ଚିହ୍ନଟ ହେଲା ପ୍ରଥମ କୋରୋନା ରୋଗୀ ।

author img

By

Published : Apr 13, 2020, 1:45 PM IST

ନାଗାଲାଣ୍ଡରେ ପ୍ରଥମ କୋଭିଡ-19 ପିଜିଟିଭ
ନାଗାଲାଣ୍ଡରେ ପ୍ରଥମ କୋଭିଡ-19 ପିଜିଟିଭ

ନୂଆଦିଲ୍ଲୀ:ପୂର୍ବ-ଉତ୍ତର ଭାରତକୁ ଡରେଲାଣି କୋରୋନା । ନାଗାଲାଣ୍ଡରେ ପ୍ରଥମ କୋଭିଡ-19 ପଜିଟିଭ । କୋରୋନା ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ତାଙ୍କୁ ଗୌହ୍ବାଟିର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

ଆସାମ ସ୍ବାସ୍ଥ୍ୟମନ୍ତ୍ରୀ ଡ.ହିମନ୍ତ ବିଶ୍ବା ଶର୍ମାଙ୍କ ଅନୁଯାୟୀ, ନାଗାଲାଣ୍ଡର ଦୀମାପୁରର ଏକ ହସ୍ପିଟାଲରେ ଜଣେ ବ୍ୟକ୍ତିଙ୍କ ଠାରେ କୋରୋନା ଲକ୍ଷଣ ଦେଖିବାକୁ ମିଳିଥିଲା । ଏହାପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଆସାମ ଅଣାଯାଇଛି ।

ବର୍ତ୍ତମାନ ସୁଦ୍ଧା ପୂର୍ବ-ଉତ୍ତରରେ 35ଟି କୋରୋନା ମାମଲା ସାମ୍ନାକୁ ଆସିଛି। ଏଥିରେ 29ଟି କୋରୋନା ସଂକ୍ରମିତ ବ୍ୟକ୍ତି ଆସାମାର । ମଣିପୁର-ତ୍ରିପୁରାରେ 2 ଟି ଚିହ୍ନଟ ହୋଇଛନ୍ତି । ଅରୁଣାଚଳ ପ୍ରଦେଶ ଓ ନାଗାଲାଣ୍ଡରେ ଗୋଟିଏ ଗୋଟିଏ ଚିହ୍ନଟ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.