ETV Bharat / bharat

ଦୀପାବଳିରେ ବି ଅନ୍ଧାରରେ ରହିଲେ 48 ହଜାର TSRTC କର୍ମଚାରୀ

ଛଅ ସପ୍ତାହ ଧରି ଚାଲିଥିବା ଦାବି ପୂରଣ ଆନ୍ଦୋଳନରେ ବିନା ଚାକିରୀ ଓ ବିନା ଦରମାରେ ଏହି କର୍ମଚାରୀଙ୍କ ପରିବାରଙ୍କ ଦିନ କଟୁଛି । ଅଧିକ ପଢନ୍ତୁ...

author img

By

Published : Oct 28, 2019, 2:56 PM IST

ଅନ୍ଧାରରେ ରହିଲେ 48 ହଜାର TSRTC କର୍ମୀ

ହାଇଦ୍ରାବାଦ: ରବିବାର ସାରା ବିଶ୍ବ ଆଲୋକର ପର୍ବକୁ ବଡ ଧୁମଧାମରେ ପାଳନ କରିଥିବାବେଳେ ଟିଏସଆରଟିସିର 48 ହଜାର କର୍ମଚାରୀଙ୍କ ଘର ଅନ୍ଧର । ଛଅ ସପ୍ତାହ ଧରି ଚାଲିଥିବା ଦାବି ପୂରଣ ଆନ୍ଦୋଳନରେ ବିନା ଚାକିରୀ ଓ ବିନା ଦରମାରେ ଏହି କର୍ମଚାରୀଙ୍କ ପରିବାରଙ୍କ ଦିନ କଟୁଛି । ସରକାର ଓ କର୍ମୀଙ୍କ ଆନ୍ଦୋଳନ ଯୋଗୁଁ ଗତ ସେପ୍ଟମ୍ବରରୁ ବିରୋଜଗାର ହୋଇ ରହିଛନ୍ତି ହଜାର ହଜାର ଟିଏସଆରଟିସି କର୍ମଚାରୀ । ନା କାହା ଘରେ ଦୀପାବଳିକୁ ନେଇ କିଛି ପ୍ରସ୍ତୁତି ଥିଲା ନା, ମୁହଁରେ ହସ । ସମସ୍ତଙ୍କର ଏହି ଗୋଟିଏ ଚିନ୍ତା । କେବେ ଏସବୁର ସମାଧାନ ହେବ ।

ଏହାରି ଭିତରେ ଜଣେ ମହିଳା କଣ୍ଡକ୍ଟର ଦୀପାବଳି ପୂର୍ବରୁ ଗଣମାଧ୍ୟମକୁ କହିଥିଲେ, ସମସ୍ତେ ଦୀପାବଳିର ଖୁସି ମନାଉ ଥିବାବେଳେ ଆମକୁ ଲାଗୁନି, ଆମେ ଏଥର ନୂଆ ଡ୍ରେସ କି ବାଣ କିଛି କିଣି ପାରିବୁ । ମୁଖ୍ୟମନ୍ତ୍ରୀ କେସିଆର ଆମକୁ ଚଳିତମାସ ଦରମା ମିଳିନାହିଁ । ଏମିତିକି ସ୍କୁଲରେ ଫିସ ଦେଇ ନପାରିବା କାରଣରୁ ପିଲାମାନଙ୍କ ପରୀକ୍ଷା ଦେଇ ପାରିବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି ।

ଅନ୍ଧାରରେ ରହିଲେ 48 ହଜାର TSRTC କର୍ମୀ

ଟିଏସଆରଟିସି ପକ୍ଷରୁ 26 ଦଫା ଦାବି ନେଇ 48 ହଜାର କର୍ମଚାରୀ 6 ସପ୍ତାହ ଧରି ଆନ୍ଦୋଳନରେ ବସିଛନ୍ତି । ଅନ୍ୟପଟେ ଆନ୍ଦୋଳନ ଯୋଗୁଁ କେସିଆର ସରକାରଙ୍କ ପକ୍ଷରୁ ସବୁ କର୍ମଚାରୀଙ୍କୁ ଛଟେଇ କରାଯାଇଛି । ତେଲେଙ୍ଗାନା ସରକାରଙ୍କ କହିବା କଥା, ଏବେ ଟ୍ରାନ୍ସପୋର୍ଟ ବିଭାଗରେ ମାନ୍ଦାବସ୍ଥା କାରଣରୁ ଏଥିରୁ 12 ଶହ କୋଟିର କ୍ଷତି ହୋଇଛି । ଆଉ ଏହି ସମୟରେ ଟିଏସଆରଟିସି କର୍ମଚାରୀମାନେ ସରକାରଙ୍କୁ ସହଯୋଗ କରିବା ପରିବର୍ତ୍ତେ ଆନ୍ଦୋଳକ କରିବା କାରଣରୁ ତାଙ୍କୁ ଛଟେଇ କରାଯାଇଛି ।

ଅନ୍ୟପଟେ ଚାକିରୀ ହରାଇ ଅନେକ କର୍ମଚାରୀ ଆତ୍ମହତ୍ୟା ପାଇଁ ମଧ୍ୟ ଉଦ୍ୟମ କରିଥିବା ଖବର ଆସିଛି । ମାତ୍ର କିଛିର ଫରକ ପଡୁନି । ଗତ ସେପ୍ଟମ୍ବରରୁ ଦରମା ପାଇ ନଥିବା କର୍ମଚାରୀଙ୍କ ଘରେ ଠିକରେ ଚୁଲି ଜଳୁନି । ଏହାର ସମାଧାନ ପାଇଁ ଗତ ଶନିବାର ସମାଧାନ ନେଇ ବୈଠକ ହୋଇଥିଲା । ମାତ୍ର ଏଥିରୁ କିଛି ନିଷ୍କର୍ସ ବାହାରି ପାରିନି । ଦେଖାଯାଉ କେବେ ଏହି କର୍ମଚାରୀଙ୍କ ଦାବି ପୂରଣ ହେଉଛି । ପରିସ୍ଥିତି ସ୍ବାଭାବିକ ହେଉଛି ।

Intro:Body:

         NO DEEWALI FOR TSRTC 48000 EMPLOYEES

Diwali, the holiday celebrated around the world as the "festival of lights", turned dark for the families of more than 48,000 employees of Telangana's road transport corporation, who have been without a job, or pay, for six weeks now. After going on strike 23 days ago over a list of 26 demands, including the merger of the corporation with the government, the employees were unpaid ahead of Dussehra as well.

"We have not bought crackers or new dress... I don't think we will buy. KCR has not given salary. Even in school they did not let me write my exam because we did not pay fees," a women bus conductor

    Earlier this month, after announcing the employees had been sacked, the Chief Minister said they had "self-dismissed" themselves and had committed an "unpardonable crime" by refusing to work at a time when the transport department had incurred a loss of Rs. 1,200 crore.

          TSRTC, which has not paid salaries of the sacked workers since September, has run into even bigger losses than before.

              Last week the government formed a three-member panel to study the employees' demands. However, on Saturday a top TSRTC official said talks had broken down.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.