ETV Bharat / bharat

ଦୂରନିରନ୍ତର ଶିକ୍ଷାରୁ ବାଦ ହୋଟେଲ ମ୍ୟାନେଜମେଣ୍ଟ ଓ ରିଅଲ ଇଷ୍ଟେଟ

ହୋଟେଲ ମ୍ୟାନେଜମେଣ୍ଟ ଓ ରିଅଲ ଇଷ୍ଟେଟରେ ବନ୍ଦ ହେଲା ଦୂରନିରନ୍ତର ଶିକ୍ଷା।ଏନେଇ ନିଷ୍ପତ୍ତି ନେଇଛି ୟୁଜିସି। ଅଧିକ ଖବର ପଢନ୍ତୁ...

author img

By

Published : Dec 1, 2019, 5:29 PM IST

No distance education
ଦୂରନିରନ୍ତର ଶିକ୍ଷାରୁ ବାଦ ହୋଟେଲ ମ୍ୟାନେଜମେଣ୍ଟ ଓ ରିଅଲ ଇଷ୍ଟେଟ

ନୂଆଦିଲ୍ଲୀ:ହୋଟେଲ ମ୍ୟାନେଜମେଣ୍ଟ ଓ ରିଅଲ ଇଷ୍ଟେଟରେ ବନ୍ଦ ହେଲା ଦୂରନିରନ୍ତର ଶିକ୍ଷା । ଏନେଇ ନିଷ୍ପତ୍ତି ନେଇଛି (ବିଶ୍ବ ବିଦ୍ୟାଳୟ ମଞ୍ଜୁରୀ କମିଶନ)ୟୁଜିସି। ବିଭିନ୍ନ ମତାମତ ଓ ରେଗୁଲେଟରି ବଡି ହୋଟେଲ ମ୍ୟାନେଜମେଣ୍ଟର ପ୍ରୋଗାମକୁ ଭିର୍ତ୍ତି କରି 2019-20 ବର୍ଷରେ ଦୂରନିରନ୍ତର ଶିକ୍ଷାକୁ ବନ୍ଦ କରିବାକୁ ୟୁଜିସି ପକ୍ଷରୁ ନିର୍ଦ୍ଦେଶ ମିଳିଛି।

ଆଡମିସନ ପକ୍ରିୟା ଏକ ସୀକୃତିପ୍ରାପ୍ତ ବିଶ୍ବବିଦ୍ୟାଳୟରେ ହେବା ସହ ନିର୍ଦ୍ଧିଷ୍ଟ ସମୟ ସୀମା ଭିତରେ ଶେଷ ହେବା ଦରକାର। ଯଦି ବିଶ୍ବବିଦ୍ୟାଳୟ ୟୁଜିସି ସୀକୃତି ପ୍ରାପ୍ତ କରିନାହିଁ, ପରବର୍ତ୍ତୀ ବର୍ଷକୁ ଏହି ଶିକ୍ଷାକୁ କ୍ଷେତ୍ରୀୟ ନ୍ୟାୟଳୟର ଅନ୍ତର୍ଭୁକ୍ତ କରାଯିବ।

ଗତ 2017ରୁ ୟୁଜିସି ଦୂରନିରନ୍ତର ଶିକ୍ଷା ବ୍ୟବସ୍ଥା ପ୍ରଚଳିତ ହୋଇଆସୁଛି। ହେଲେ କର୍ମ ନିଯୁକ୍ତି ଭିର୍ତ୍ତିକ ପାଠ୍ୟକ୍ରମ ଯଥା, ମେଡିସିନ,ଇଞ୍ଜିନିୟରିଂ ଓ ଆର୍କିଟେକଚରରେ ଏହି ବ୍ୟବସ୍ଥାକୁ ସୀକୃତି ମିଳିନାହିଁ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.