ETV Bharat / bharat

ମୁମ୍ବାଇରେ ଗଡିଲା ଦେଶର ପ୍ରଥମ ଇଲେକ୍ଟ୍ରିକ ବସ, ଉଦ୍‌ଘାଟନ କଲେ ଗଡକରୀ - ମୁମ୍ବାଇରେ ଗଡିଲା ଦେଶର ପ୍ରଥମ ଇଲେକ୍ଟ୍ରିକ ବସ

ବିଦ୍ୟୁତ ଦ୍ବାରା ପରିଚାଳିତ ଦେଶର ପ୍ରଥମ ଇଲେକ୍ଟ୍ରିକ ବସକୁ ମୁମ୍ବାଇରେ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ । ଅଧିକ ପଢନ୍ତୁ...

ମୁମ୍ବାଇରେ ଗଡିଲା ଦେଶର ପ୍ରଥମ ଇଲେକ୍ଟ୍ରିକ ବସ, ଉଦ୍‌ଘାଟନ କଲେ ଗଡକରୀ

author img

By

Published : Feb 14, 2020, 8:43 PM IST

ମୁମ୍ବାଇ: ବିଜନେସ କ୍ୟାପିଟାଲ ମୁମ୍ବାଇରେ ଗଡିଲା ଦେଶର ପ୍ରଥମ ଇଲେକ୍ଟ୍ରିକ ବସ । ବିଦ୍ୟୁତ ଦ୍ବାରା ପରିଚାଳିତ ଏହି ବସକୁ ଉଦ୍‌ଘାଟନ କରିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ । ବସଟି ମୁମ୍ବାଇ ଓ ପୁଣେ ମଧ୍ୟରେ ଯାତାୟାତ କରିବ ।

43 ଯାତ୍ରୀ ବସିବାର କ୍ଷମତା ଥିବା ଏହି ଅତ୍ୟାଧୁନିକ ସୁବିଧା ବିଶିଷ୍ଠ ଏହି ବସ ମିତ୍ର ମୋବିଲିଟି ସୋଲ୍ୟୁସନ ଦ୍ବାରା ତିଆରି ହୋଇଛି । ବସଟି ଗୋଟିଏ ଥର ଚାର୍ଜରେ 300 କିଲୋମିଟର ପର୍ଯ୍ୟନ୍ତ ଯାଇ ପାରିବ । ଏହିପରି 1300ଟି ଇଲେକ୍ଟ୍ରିକ ବସର ନିର୍ମାଣ କାର୍ଯ୍ୟ ଚିଲିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଦେଶର ରାଜପଥିରେ ଏପରି ଏକ ବସ ଦେଖିବା ପାଇଁ 4-5 ବର୍ଷର ପରିଶ୍ରମ ହୋଇଥିବା କହିଛନ୍ତି ଗଡକରୀ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.