ETV Bharat / bharat

ନିର୍ଭୟା ମାମଲା: ଦୋଷୀଙ୍କୁ 7 ଦିନର ମହଲତ - ନିର୍ଭୟା ମାମଲା

ନିର୍ଭୟା ମାମଲାରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଯାଚିକାକୁ ଖାରଜ କରିଦେଇଛନ୍ତି । ଏହାସହ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦିଆଯିବ ନାହିଁ ବୋଲି କହିଛନ୍ତି ।  ଅଧିକ ପଢନ୍ତୁ...

nirbhaya case
ଫାଇଲ ଫଟୋ
author img

By

Published : Feb 5, 2020, 3:04 PM IST

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଯାଚିକାକୁ ଖାରଜ କରିଦେଇଛନ୍ତି । ଏହାସହ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦିଆଯିବ ନାହିଁ ବୋଲି କହିଛନ୍ତି । ଏହାସହ ଦୋଷୀଙ୍କୁ 7 ଦିନର ସମୟ ଦିଆଯାଇଛି । ଏହି 7 ଦିନ ମଧ୍ୟରେ ଯେତେ ଯାଚିକା ଆବେଦନ କରିବାର ଅଛି କରିପାରିବେ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ ।

ପ୍ରକାଶଥାଉକି, ବିଚାରପତି ସୁରେଶ କୁମାର କୈତ ମଙ୍ଗଳବାର ନିର୍ଭୟାଙ୍କ ମାତା-ପିତାଙ୍କୁ ଶୀଘ୍ର ଶୁଣାଣି କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହାସହ କେନ୍ଦ୍ରର ଯାଚିକା ଉପରେ ମଧ୍ୟ ଶୁଣାଣି କରାଯିବା ନେଇ କହିଥିଲେ । ଏହା ପୂର୍ବରୁ ଦୋଷୀଙ୍କୁ ଫେବୃଆରୀ 1ରେ ଫାଶୀ ଦେବାକୁ ଥିବା ବେଳେ ଜାନୁଆରୀ 31ରେ ଏହି ନିଷ୍ପତ୍ତିରେ ରୋକ ଲଗାଇଥିଲେ । କେନ୍ଦ୍ର ସରକାର ହାଇକୋର୍ଟର ଏହି ରାୟକୁ ଚ୍ୟାଲେଞ୍ଜ କରିଥିଲେ ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.