ETV Bharat / bharat

ଆଇଏସଆଇଏସ ମାମଲା: ତାମିଲନାଡୁ-କର୍ଣ୍ଣାଟକରେ ଏନଆଇଏର ଚଢାଉ

ଆଇଏସଆଇଏସ ସହ ଜଡିତ ମାମଲାରେ ଏନଆଇଏ ସୋମବାର ସକାଳୁ କର୍ଣ୍ଣାଟକ ଏବଂ ତାମିଲନାଡୁର ବିଭିନ୍ନ ସ୍ଥାନରେ ଚଢାଉ କରିଛି । ଅଧିକ ପଢନ୍ତୁ...

author img

By

Published : Feb 24, 2020, 10:49 AM IST

nia-raids
ଏନଆଇଏର ଚଢାଉ

ନୂଆଦିଲ୍ଲୀ: ଆଇଏସଆଇଏସ ସହ ଜଡିତ ମାମଲାରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) କାର୍ଯ୍ୟାନୁଷ୍ଠାନ ଜାରି ରଖିଛି । ଏନେଇ ସୋମବାର ସକାଳୁ କର୍ଣ୍ଣାଟକ ଏବଂ ତାମିଲନାଡୁର ବିଭିନ୍ନ ସ୍ଥାନରେ ଚଢାଉ କରିଛି ଏନଆଇଏ । ଏହି ଚଢାଉ ଉଭୟ ରାଜ୍ୟର ପ୍ରାୟ 20ଟି ସ୍ଥାନରେ ହୋଇଛି ।

ଉଭୟ ରାଜ୍ୟର ବିଭିନ୍ନ ସ୍ଥାନରୁ ଆଇଏସଆଇଏସ ଆତଙ୍କୀ ସଙ୍ଗଠନ ପରିଚାଳିତ ହେବା ନେଇ ଏନଆଇଏ ଜାଣିବାକୁ ପାଇଥିଲା । ଯାହାକୁ ଦୃଷ୍ଟିରେ ରଖି ଏନଆଇଏ ପକ୍ଷରୁ ଏହି ଚଢାଉ ହୋଇଛି । ତେବେ ଏହି ଚଢାଉରେ ଏନଆଇଏକୁ ସଫଳତା ମିଳିଛି କି ନାହିଁ ସେନେଇ ଏବେସୁଦ୍ଧା ଜଣାପଡିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.