ETV Bharat / bharat

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର... - big news of the day

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

news today
ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...
author img

By

Published : Oct 17, 2020, 7:00 AM IST

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...

1- ଆଜି ଦେଶର କୋରୋନା ସ୍ଥିତି ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ।

2- ଆଜି ଦେଶର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ।

3- ନୂଆ ରେଳ ପ୍ରକଳ୍ପର ସମୀକ୍ଷା କରିବେ ରେଳମନ୍ତ୍ରୀ ।

4- ଏଲଓସି ପ୍ରସଙ୍ଗରେ ସ୍ଥିତି ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ।

5- ବିହାର ନିର୍ବାଚନ ପାଇଁ ବିଜେପିର ମେଗା ପ୍ରଚାର ।

6- ଆଜି କଂଗ୍ରେସ ମଧ୍ୟ ବିହାରରେ କରିବେ ଜୋରଦାର କ୍ୟାମ୍ପେନିଂ ।

7- ରାଜ୍ୟର କୋରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।

8- ଉପନିର୍ବାଚନ ପାଇଁ 3 ଦଳର ପ୍ରଚାର ଆରମ୍ଭ ।

9- ଆଜି ଉପ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଯାଞ୍ଚ ।

10- ଆଇପିଏଲର ଡବଲ ହେଡର । ପ୍ରଥମେ ରାଜସ୍ଥାନ-ବାଙ୍ଗାଲୋର ଓ ଦ୍ବିତୀୟ ମ୍ୟାଚରେ ଦିଲ୍ଲୀ ଚେନ୍ନାଇ ମଧ୍ୟରେ ହେବ ଟକ୍କର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.