ETV Bharat / bharat

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : Oct 13, 2020, 7:01 AM IST

Updated : Oct 13, 2020, 7:18 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...
ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...
ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...

1- ଆଜି ବାଲାସାହେବ ଭିକେ ପାଟିଲଙ୍କ ଆତ୍ମକଥା ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

2- ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ କୋରୋନା ସମୀକ୍ଷା ବୈଠକ l

3- ଆଜି ଦେଶର ବୃହତ ପ୍ରକଳ୍ପର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ l

4- ଆଜି ପ୍ରତିରକ୍ଷାମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ l 3 ସେନା ମୁଖ୍ୟ, CDS ଓ NSA ରହିବେ ଉପସ୍ଥିତ l

5- ବିହାର ବିଧାନସଭା ନିର୍ବାଚନ l ଆଜି ବିଜେପି ଓ କଂଗ୍ରେସ କରିବେ ବଡ ସମାବେଶ l

6- ଆଜି OJEE ପରୀକ୍ଷାର ଦ୍ଵିତୀୟ ଦିନ l ରାଜ୍ୟର 21ଟି ସହର ସହ କୋଲକାତା, ରାଞ୍ଚି ଓ ପାଟଣାରେ ମଧ୍ୟ ପରୀକ୍ଷା ହେଉଛି ।

7- ଆଜି ପୁଣି ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗରେ ମନ୍ଦିର ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକ l

8- ରାଜ୍ୟର ଦୁଇ ଉପନିର୍ବାଚନ ପାଇଁ ସରିଛି ତିନି ଦଳର ପ୍ରାର୍ଥୀ ଘୋଷଣା । ଆଜିଠୁ ଜମିବ ପ୍ରଚାର ।

9- ଆଜି ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା l 8 ଜିଲ୍ଲାରେ ଛେଚିବ ।

10- ଆଇପିଏଲ ମହାସମର । ଆଜି ସନରାଇଜର୍ସ ବନାମ ସୁପରକିଙ୍ଗ୍ସ ମଧ୍ୟ ଲଢେଇ ।

Last Updated : Oct 13, 2020, 7:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.