ETV Bharat / bharat

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର... - news today

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

news today
ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...
author img

By

Published : Sep 25, 2020, 7:01 AM IST

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...

1- ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଡିଡିୟୁ ଜିକେଓ୍ବାଇର ସ୍ଥାପନା ଦିବସ ପାଳନ । ‘କୌଶଲ ସେ କାଲ ବଦଲେଙ୍ଗେ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ।

2- କେନ୍ଦ୍ରକୃଷି ବିଲକୁ ବିରୋଧ କରି ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି ବିଭିନ୍ନ ରାଜନୈତିକ ଦଳ ସମେତ କୃଷକ ସଂଗଠନ ।

3-ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଜନ୍ମ ଜୟନ୍ତୀ । ସାରା ଦେଶର ଦଳୀୟ କାର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ପୂର୍ବାହ୍ନ 11 ଟାରେ କାର୍ଯ୍ୟକ୍ରମ ।

4- ବିହାର ନିର୍ବାଚନ ରଣନୀତି ନେଇ ବିଜେପିର ବଡ ବୈଠକ । ସାମିଲ ହେବେ କେନ୍ଦ୍ରୀୟ ନେତା ।

5- ଆଜି ଦେଶର ବିଭିନ୍ନ ବୃହତ ପ୍ରକଳ୍ପର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ।

6- ଆଜି ରେଳ ମନ୍ତ୍ରଣାଳୟର ଅନେକ ପ୍ରକଳ୍ପ ଉଦଘାଟନ କରିବେ ବିଭାଗୀୟ ମନ୍ତ୍ରୀ ।

7- ଆଜି ରାଜ୍ୟର କୋରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ କରିବେ ସମୀକ୍ଷା ।

8- ଆଜି ଆଇପିଏଲର ସପ୍ତମ ମ୍ୟାଚ । ଚେନ୍ନାଇ ସୁପର କିଙ୍ଗ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବ ମ୍ୟାଚ ।

9- ଆଜି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

10- ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ପ୍ରଭାବରେ 5 ଜିଲ୍ଲାରେ ପ୍ରବଳ ବର୍ଷା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.