ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - କ୍ରୀଡା

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : Aug 20, 2020, 7:01 AM IST

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1- ଆଜିଠାରୁ ମହାରାଷ୍ଟ୍ରରେ ଆରମ୍ଭ ଆନ୍ତଃ ଜିଲ୍ଲା ବସ ଓ ଯୋଗାଯୋଗ ସେବା । ମାର୍ଚ୍ଚ ମାସରୁ ବନ୍ଦ ରହିଥିଲା ସେବା ।

2-ଆଜିଠାରୁ ୟୁପି ବିଧାନସଭା ଅଧିବେଶନ । କୋରୋନା ଗାଇଡ ଲାଇନରେ ଚାଲିବ ଅଧିବେଶନ ।

3- ଦେଶରେ ଲଗାଣ ବର୍ଷାକୁ ନେଇ ଆସନ୍ତାକାଲି କେନ୍ଦ୍ର ବିପର୍ଯ୍ୟୟ ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ । ସ୍ଥିତି କରିବେ ସମୀକ୍ଷା ।

4- ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ବୈଠକ । ଦେଶରେ କୋରୋନା ସ୍ଥିତିକୁ ନେଇ ହେବ ଆଲୋଚନା ।

5- ଦେଶରେ କୋରୋନା ଭ୍ୟାକ୍ସିନକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ । ସାମିଲ ହେବେ ବିଭିନ୍ନ କମ୍ପାନୀର ପ୍ରତିନିଧି ICMR ଓ ନୀତି ଆୟୋଗର ସଦସ୍ୟ ।

6- ଆଜି ବିଶିଷ୍ଟ ଓକିଲ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଦଣ୍ଡ ଶୁଣାଇବେ ସର୍ବୋଚ୍ଚ ଅଦାଲତ । ବିଚାରପତିଙ୍କୁ ସମାଲୋଚନା କରିବା ପରେ ହୋଇଛି ମାମଲା ।

7- ଭାରତ-ଚୀନ ସୀମା ବିବାଦ ପ୍ରସଙ୍ଗ । ଆଜି WMCC ବୈଠକ । ସାମିଲ ହେବେ ଉଭୟ ଦେଶର ବରିଷ୍ଠ ଅଧିକାରୀ ।

8- ଆଜି ରାଜ୍ୟରେ କୋରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା । ଜିଲ୍ଲାୱାରୀ କରିବେ ସମୀକ୍ଷା ।

9- ଆଜିଠାରୁ ରାଜ୍ୟ ସରକାରଙ୍କ ଟେକନିକାଲ ଟିମ କରିବ ଜିଲ୍ଲାଗସ୍ତ । ଜିଲ୍ଲା ଗସ୍ତରେ ଯାଇ ଖୋଜିବେ କୋରୋନା ମୃତ୍ୟୁ କାରଣ । ଦେବେ ଆବଶ୍ୟକ ପରାମର୍ଶ ।

10- ଆଜି ମୁମ୍ବାଇରେ ପଣ୍ଡିତ ଜସରାଜଙ୍କ ହେବ ଅନ୍ତିମ ସଂସ୍କାର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.