ETV Bharat / bharat

ବର୍ତ୍ତମାନର ବଡଖବର, ଯାହା ଉପରେ ଆପଣଙ୍କ ନଜର - କ୍ରୀଡା

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ବର୍ତ୍ତମାନର ବଡଖବର, ଯାହା ଉପରେ ଆପଣଙ୍କ ନଜର
ବର୍ତ୍ତମାନର ବଡଖବର, ଯାହା ଉପରେ ଆପଣଙ୍କ ନଜର
author img

By

Published : Aug 19, 2020, 7:01 AM IST

ବର୍ତ୍ତମାନର ବଡଖବର, ଯାହା ଉପରେ ଆପଣଙ୍କ ନଜର

1- ଆଜି ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ । ପୂର୍ବାହ୍ନ 11.30ରେ ପ୍ରକାଶ ପାଇବ ରେଜଲ୍ଟ ।

2- ଆଜି କେନ୍ଦ୍ର କ୍ୟାବିନେଟ । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିବ ବୈଠକ ।

3- ଆଜି କେନ୍ଦ୍ର ବେସାମରିକ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ଅନ୍ତର୍ଜାତୀୟ ବିମାନ ଉଡାଣ ନେଇ ହେବ ଆଲୋଚନା ।

4- ଆଜି ଠାରୁ ସେନାର ଜାତୀୟ କମାଣ୍ଡର ସମ୍ମିଳନୀ । 21 ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ ।

5- ଆଜି ଜମ୍ମୁ ଗସ୍ତରେ ଯିବେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ । ଆତଙ୍କବାଦ ବିରୋଧରେ ହେଉଥିବା କାର୍ଯ୍ୟାନୁଷ୍ଠାନର ହେବ ସମୀକ୍ଷା ।

6- ଆଜି ଠାରୁ ଭାରତରେ କୋରୋନା ଟୀକାର ଟ୍ରାଏଲ-3 ଆରମ୍ଭ ହେବ । ଅନ୍ୟ ଦୁଇ ଭ୍ୟାକ୍ସିନ ଟ୍ରାଏଲ 2 ରେ ରହିଛି । ନୀତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପାଲଙ୍କ ସୂଚନା ।

7- ଆଜି ୟୁରୋପୀୟ ରାଷ୍ଟ୍ରଙ୍କ ସହ ଆଲୋଚନା କରିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । କୋରୋନାକୁ ନେଇ ହେବ ଆଲୋଚନା ।

8- ଆଜି ରାଜ୍ୟରେ କୋରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ।

9- ଆଜି ଟ୍ବିନସିଟିରେ ଗଣେଶ ପୂଜାକୁ ନେଇ ହାଇକୋର୍ଟରେ ହେବ ଶୁଣାଣି ।

10 - ଆଜି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ, ILS ଓ RMC ମଧ୍ୟରେ ମିଳିତ ବୈଠକ । ରାଜ୍ୟରେ କୋରୋନା ସ୍ଥିତି ଓ ଟେଷ୍ଟିଂକୁ ନେଇ ହେବ ଆଲୋଚନା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.