ETV Bharat / bharat

ଆଜିର ବଡଖବର, ଯାହା ଉପରେ ଆପଣଙ୍କ ନଜର - ଦେଶ-ଦୁନିଆ

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର..

ଆଜିର ବଡଖବର, ଯାହା ଉପରେ ଆପଣଙ୍କ ନଜର
ଆଜିର ବଡଖବର, ଯାହା ଉପରେ ଆପଣଙ୍କ ନଜର
author img

By

Published : Aug 17, 2020, 6:37 AM IST

Updated : Aug 17, 2020, 7:01 AM IST

ଆଜିର ବଡଖବର, ଯାହା ଉପରେ ଆପଣଙ୍କ ନଜର

1- ଆଜି ଉଦଘାଟିତ ହେବ ଲଦାଖର Choglamsar Bridge । ଯୁଦ୍ଧକାଳୀନ ଭିତ୍ତିରେ ବ୍ରିଜ ନିର୍ମାଣ କରିଛି BRO ।

2- ଆଜି ସମସ୍ତ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକର ସ୍ଥିତି ସମୀକ୍ଷା କରିବ PMO । ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ହେବ ଆଲୋଚନା ।

3- ଆଜି ଆନ୍ଧ୍ରପ୍ରଦେଶ, ଗୁଜୁରାଟ, କର୍ଣ୍ଣାଟକ, କେରଳ ଓ ମହାରାଷ୍ଟ୍ରର ବନ୍ୟା ସ୍ଥିତି ସମୀକ୍ଷା କରିବ NDMA । ଉପସ୍ଥିତ ରହିବେ ରାଜ୍ୟ ପ୍ରତିନିଧି ।

4- ଆଜି ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟିକ ଆଲୋଚନା । ଉଭୟ ଦେଶର ବୈଦେଶିକ ମନ୍ତ୍ରୀ ହେବେ ସାମିଲ ।

5- ଦେଶରେ ରେଳବାଇର ଘରୋଇକରଣ ପ୍ରସଙ୍ଗ । ଆଜି ମନ୍ତ୍ରଣାଳୟର ଗୁରୁତ୍ବପୂର୍ଣ୍ଣ ବୈଠକ ।

6- ଆଜି ଜାତୀୟ କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକ । ଦଳର ଅଧ୍ୟକ୍ଷ ପଦକୁ ନେଇ ହୋଇପାରେ ଆଲୋଚନା ।

7- ଆଜି ଲୋକସଭା ବାଚସ୍ପତି ଓ ଉପ-ରାଷ୍ଟ୍ରପତିଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା । ସଂସଦର ମୌସୁମୀ ଅଧିବେଶନକୁ ନେଇ ହୋଇପାରେ ବଡ ନିଷ୍ପତି ।

8- ଆଜି ୟୁପି କ୍ରୀଡାମନ୍ତ୍ରୀ ଚେତନ ଚୌହ୍ବାନଙ୍କ ହେବ ଶେଷକୃତ ସମ୍ପନ୍ନ । କୋରୋନାରେ ଯାଇଛି ଜୀବନ ।

9- ଆଜି ରାଜ୍ୟରେ କୋରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ସାମିଲ ହେବେ ବରିଷ୍ଠ ଅଧିକାରୀ ।

10 - ଆଜି ଠାରୁ IPL ପାଇଁ ବିଭିନ୍ନ ଫ୍ରାଞ୍ଚାଇଜର ଅଭ୍ୟାସ କ୍ୟାମ୍ପ ଆରମ୍ଭ । ନିଜ ନିଜ ଘରୋଇ ଗ୍ରାଉଣ୍ଡରେ ହେବ ଅଭ୍ୟାସ ।

Last Updated : Aug 17, 2020, 7:01 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.