ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ଦେଶ-ଦୁନିଆ

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : Aug 13, 2020, 7:01 AM IST

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1- ଆଜି ସଚ୍ଚୋଟ ଟିକସଦାତାଙ୍କ ପାଇଁ କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ଯୋଜନାର ଶୁଭାରମ୍ଭ । ଟ୍ରାନ୍ସପାରେଣ୍ଟ ଟ୍ୟାକ୍ସେସନ-ଅନରିଂ ଦ ଅନେଷ୍ଟ କାର୍ଯ୍ୟକ୍ରମ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଉପସ୍ଥିତ ରହିବେ ଅର୍ଥମନ୍ତ୍ରୀ ।

2-ଆଜି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ନିର୍ମାଣଧିନ ପ୍ରକଳ୍ପ ଓ କୋରୋନା ପ୍ରତିବନ୍ଧକକୁ ନେଇ ହେବ ଆଲୋଚନା ।

3- ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟର ସ୍ବତନ୍ତ୍ର କାର୍ଯ୍ୟକ୍ରମ । କୋରୋନା ବିରୋଧରେ ହେବ କାର୍ଯ୍ୟକ୍ରମ ।

4 - ଆଜି ଦେଶର ବିହାର, ତେଲେଙ୍ଗାନା, ତାମିଲନାଡୁ, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ ଓ ଗୁଜୁରାଟ ସ୍ଥିତି ସମୀକ୍ଷା କରିବ ସ୍ବାସ୍ଥ୍ୟମନ୍ତ୍ରଣାଳୟ ।

5- ଆଜି ଲଦାଖ ଗସ୍ତରେ ଯିବେ ନର୍ଥ କମାଣ୍ଡିଂ ଅଫିସର । ଯବାନଙ୍କ ସହ କରିବେ ଆଲୋଚନା । କରିବେ ସ୍ଥିତି ସମୀକ୍ଷା ।

6- ଆଜି ନିର୍ବାଚନ ଆୟୋଗଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ଦେଶର କିଛି ରାଜ୍ୟରେ ବିଧାନସଭା ଓ ଉପ- ନିର୍ବାଚନ ପାଇଁ ହେବ ଆଲୋଚନା ।

7 - ଆଜି ସ୍ବାଧୀନତା ଦିବସ ପାଇଁ ଶେଷ ପ୍ରସ୍ତୁତି କରିବେ 3 ବାହୀନି । ରାଜପଥରେ କରିବେ ଅଭ୍ୟାସ ।

8- ଆଜି ମୁଖ୍ୟମନ୍ତ୍ରୀଙ୍କ କୋରୋନା ସମୀକ୍ଷା । ପ୍ରଭାବିତ ଜିଲ୍ଲାର ସ୍ଥିତି ନେଇ କରିବେ ଆଲୋଚନା ।

9- ଆଜି ILS ଓ ସ୍ବାସ୍ଥ୍ୟ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ । ରାଜ୍ୟରେ ଟେଷ୍ଟିଂ ବୃଦ୍ଧି ନେଇ ହେବ ଆଲୋଚନା ।

10- ଆଜି ଗେହଲଟ୍‌-ପାଇଲଟ୍‌ ପୁନର୍ମିଳନ । ଆଜିର ବିଧାୟକ ଦଳ ବୈଠକରେ ପୁଣି ଏକାଠି ହେବେ ଦୁଇ ନେତା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.