ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ଦେଶ-ଦୁନିଆ

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : Aug 12, 2020, 7:02 AM IST

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1- ଆଜି ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ଆଣବିକ ଶକ୍ତି ଓ ମହାକାଶ ଗବେଷଣାର କରିବେ ସମୀକ୍ଷା ।

2- ଆଜି କେନ୍ଦ୍ର ଅର୍ଥମନ୍ତ୍ରଣାଳୟର ଗୁରୁତ୍ବପୂର୍ଣ୍ଣ ବୈଠକ । ଅର୍ଥନୀତି ଉପରେ ହେବ ଆଲୋଚନା ।

3- ଆଜି ଦେଶରେ କୋରୋନା ସ୍ଥିତି ନେଇ ମଧ୍ୟ ହେବ ଆଲୋଚନା । 8 ରାଜ୍ୟ ଉପରେ ହେବ ଉଚ୍ଚସ୍ତରୀୟ ସମୀକ୍ଷା ।

4- ଆଜି ଦେଶର କୋରୋନା ଭ୍ୟାକସିନ୍‌କୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ନୀତି ଆୟୋଗ ଅଧ୍ୟକ୍ଷ, ଆସିଏମଆର ଓ ଭ୍ୟାକ୍ସିନ ନିର୍ମାତା କମ୍ପାନୀ ହେବେ ସାମିଲ । ଟିକା ଉଭାବନ ହେଲେ ପରିଚାଳନା ଅର୍ଥ ଓ ଆବଶ୍ୟକତା ଉପରେ ହେବ ବୈଠକ ।

5- ଆଜି ଜାତୀୟ ରାଜପଥରେ 3 ସେନା ପକ୍ଷରୁ ଅଭ୍ୟାସ । କୋଭିଡ୍‌ କଟକଣା ମଧ୍ୟରେ ହେବ ସ୍ବାଧୀନତା ଦିବସ ପାଳନ ।

6- ଆଜି ବୃନ୍ଦାବନରେ ପବିତ୍ର ଜନାଷ୍ଟମୀ । ସାରା ମଥୁରା ଓ ବୃନ୍ଦାବନାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ।

7- ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୋରୋନା ସମୀକ୍ଷା । ସ୍ବାସ୍ଥ୍ୟ ବିଭାଗ ସହ ସାମିଲ ହେବେ ବରିଷ୍ଠ ଅଧିକାରୀ ।

8- ଆଜି ପ୍ରକାଶ ପାଇବ ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳ । ମଧ୍ୟାହ୍ନ 12 ଟାରେ ପରିଷଦ କାର୍ଯ୍ୟାଳୟରେ ପ୍ରକାଶ ପାଇବ ରେଜଲ୍ଟ।

9-ଆଜି ରାଜସ୍ଥାନରେ କଂଗ୍ରେସ ବିଧାୟକ ଦଳ ବୈଠକ । ସଚିନଙ୍କ ପ୍ରତ୍ୟାବର୍ତ୍ତନ ପରେ ବସୁଛି ବୈଠକ ।

10- ଆଜି ରାଜ୍ୟ କ୍ୟାବିନେଟ । ଅପରାହ୍ନ 5 ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଜିଲ୍ଲାରେ ଥିବା ମନ୍ତ୍ରୀ ଭିସି ଯୋଗେ ହେବେ ସାମିଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.