ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - କ୍ରୀଡା

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : Aug 7, 2020, 7:02 AM IST

Updated : Aug 7, 2020, 8:02 AM IST

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1- ଆଜି ଜମ୍ମୁ କାଶ୍ମୀର ଉପ-ରାଜ୍ୟପାଳ ଭାବେ ଶପଥ ନେବେ ନୂଆ LG ମନୋଜ ସିହ୍ନା ।

2- ଆଜି ଅର୍ଥମନ୍ତ୍ରଣାଳୟ ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ।

3- ଆଜି ଠାରୁ ଭାରତୀୟ ରେଳରେ ଯୋଡିହେବ ଆଉ ଏକ ଅଧ୍ୟାୟ । ମହାରାଷ୍ଟ୍ର ଦେବଲାଲୀ ଠାରୁ ଦାନାପୁର ବିହାର ପର୍ଯ୍ୟନ୍ତ ଚାଲିବ କିଶାନ ଟ୍ରେନ । ଟ୍ରେନ ସାପ୍ତାହିକ ଭିତ୍ତିରେ ଚାଲିବା ନେଇ ରେଳ ମନ୍ତ୍ରଣାଳୟର ଘୋଷଣା ।

4- ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣା । ଆଜି EDରେ ହାଜର ହେବେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ।

5- ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା । ଆଜି ଠାରୁ ତଦନ୍ତ ଆରମ୍ଭ କରିବ CBI ।

6- ଆଜି ଜାତୀୟ ଶିକ୍ଷାନୀତି ପରିବର୍ତ୍ତନ ଓ ସଂସ୍କାର କନକ୍ଲେଭକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି । ପୂର୍ବାହ୍ନ 11 ଟାରେ କାର୍ଯ୍ୟକ୍ରମ ।

7- ସ୍ବାଧୀନତା ଦିବସ ପାଇଁ ଆଜି ବାୟୁସେନାର ସ୍ବତନ୍ତ୍ର ପ୍ରସ୍ତୁତି କାର୍ଯ୍ୟକ୍ରମ ।

8- ଆଜି ସ୍ଥଳସେନା ଅଧ୍ୟକ୍ଷ ଜେନେରାଲ MM ନରଭାଣେଙ୍କ ସୀମା ଗସ୍ତ । ତେଜପୁର ପରେ ଅନ୍ୟ ଅଞ୍ଚଳକୁ ଯାଇ କରିବେ ଯବାନଙ୍କୁ ସାକ୍ଷାତ ।

9- ରାଜ୍ୟରେ କୋରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ସାମିଲ ହେବେ ବରିଷ୍ଠ ଅଧିକାରୀ ଓ ଲୋକପ୍ରତିନିଧି ।

10- ଆଜି ଇଂଲଣ୍ଡ-ପାକିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟର ତୃତୀୟ ଦିନ । 3 ଟି ଟେଷ୍ଟ ମ୍ୟାଚ ଖେଳିବେ ଉଭୟ ଦଳ ।

Last Updated : Aug 7, 2020, 8:02 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.