ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - କ୍ରୀଡା

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : Aug 6, 2020, 7:02 AM IST

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1- ଆଜି ଗ୍ରୁପ୍‌ ଅଫ ମିନିଷ୍ଟରର ବୈଠକ । ଅଧ୍ୟକ୍ଷତା କରିବେ ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ । କୋରୋନା ସ୍ଥିତି ଉପରେ ଆଲୋଚନା । ନିର୍ମାଣ ଭବନରେ ବସିବ ବୈଠକ ।

2- ଆଜି ପ୍ରଧାନମନ୍ତ୍ରୀ କରିବେ କୋରୋନା ସମୀକ୍ଷା ବୈଠକ । ସାମିଲ ହେବେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ।

3- ଆଜି ଅଯୋଧ୍ୟାରେ ବିଭିନ୍ନ ସାଧୁ ସନ୍ଥଙ୍କୁ ସାକ୍ଷାତ କରିବେ ଆରଏସଏସ ପ୍ରମୁଖ ମୋହନ ଭାଗବତ ।

4-ଆଜି ବସିବ ଶ୍ରୀରାମ ତୀର୍ଥକ୍ଷେତ୍ର ଟ୍ରଷ୍ଟର ବୈଠକ । ନିର୍ମାଣ ସମିତି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ହେବେ ସାମିଲ ।

5- ଆଜି ଦେଶର କୃଷି କାର୍ଯ୍ୟ ଅଗ୍ରଗତି ଓ ବର୍ଷାକୁ ନେଇ କେନ୍ଦ୍ର କୃଷି ମନ୍ତ୍ରଣାଳୟର ଉଚ୍ଚସ୍ତର ସମୀକ୍ଷା ବୈଠକ ।

6- ଆଜି ବିହାର ବିଧାନସଭା ଓ ଅନ୍ୟ ଉପ-ନିର୍ବାଚନକୁ ନେଇ ନିର୍ବାଚନ ଆୟୋଗଙ୍କ ସମୀକ୍ଷା । ରାଜନୈତିକ ଦଳଙ୍କ ପାଖରୁ ଲୋଡିଥିଲେ ମତ ।

7- ଆଜି ଠାରୁ ଗଞ୍ଜାମରେ କ୍ୟାମ୍ପ କରି ମହାମାରୀ ସ୍ଥିତି ସମୀକ୍ଷା କରିବେ ସ୍ବାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଓ DMET

8 - ଆଜି ଠାରୁ ରାଜ୍ୟରେ ବଢିବ ବର୍ଷା । ଉପକୂଳ ଓଡିଶା ସମେତ ଦକ୍ଷିଣ ଓଡିଶାରେ ବର୍ଷିବ । 7 ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି ।

9. ଆଜି ଠାରୁ ଅନଲାଇନରେ ମାଟ୍ରିକ ଖାତା ପୁନଃଯାଞ୍ଚ ପାଇଁ ଆବେଦନ । www.bseodisha.ac.inରେ ଏହା ଉପଲବ୍ଧ ହେବ ।

10. ଆଜି ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.