ETV Bharat / bharat

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର... - ବଡଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...
ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...
author img

By

Published : Oct 8, 2020, 7:05 AM IST

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...
  1. ଆଜି କୋଭିଡ -19 ବିରୋଧରେ ଜନ ଆନ୍ଦୋଳନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି ।
  2. ଆଜି ବାୟୁସେନାର 88 ତମ ବାର୍ଷିକୀ ଉତ୍ସବ । ସକଳା 8ରେ କାର୍ଯ୍ୟକ୍ରମ । ସାରଙ୍ଗ ରାଫେଲ ସମେତ ସମସ୍ତ ୟୁନିଟ ଦେଖାଇବ ଯୁଦ୍ଧ କୌଶଳ ।
  3. ଆଜି ବାୟୁସେନା ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର କାର୍ଯ୍ୟକ୍ରମ ।
  4. ଆଜି ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତର ସୁରକ୍ଷା ବୈଠକ । ଏନଏସଏ ପ୍ରତିରକ୍ଷା ମନ୍ତ୍ରୀ ହେବେ ସାମିଲ
  5. ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳାୟର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ।
  6. ଆଜି ରାଜ୍ୟରେ କୋରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ କରିବେ ସ୍ଥିତି ସମୀକ୍ଷା ।
  7. ଆଜି ମଧ୍ୟ ରାଜ୍ୟ କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକ । ସାମିଲ ହେବେ ସମସ୍ତ ଛାମୁଆ ସଂଗଠନ ।
  8. ଆଜି ଉପ-ନିର୍ବାଚନ ପାଇଁ ରାଜ୍ୟ ବିଜେପିର ବଡ ବୈଠକ । ସାମିଲ ହେବେ ସମସ୍ତ ପଦାଧିକାରୀ ।
  9. ଆଜି ଆଇପିଏଲର 22 ତମ ମ୍ୟାଚ ଖେଳାଯିବ । ସନରାଇଜର୍ସ ହାଇଦ୍ରାବାଦ - କିଙ୍ଗ ଏକାଦଶ ପଞ୍ଜାବ ମଧ୍ୟରେ ହେବ ଟକ୍କର
  10. ରାଜ୍ୟରେ ଆଜିଠୁ ଶୁଖିଲା ପାଗ । 11ରୁ ପୁଣି ବର୍ଷିବ । 45 ରୁ 55 କିମି ବେଗରେ ପବନ ବହିବାର ସମ୍ଭାବନା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.