ETV Bharat / bharat

NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

news-at-9pm
NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 12, 2020, 9:00 PM IST

1.ବିଶ୍ବର ପ୍ରଥମ କୋରୋନା ଭ୍ୟାକ୍ସିନର ଶେଷ ହେଲା କ୍ଲିନିକାଲ ଟ୍ରାଏଲ

ମହାମାରୀରେ ପରିଣତ ହୋଇଥିବା କୋରୋନା ସଂକ୍ରମଣ ପାଇଁ ବିଶ୍ବର ପ୍ରଥମ ପ୍ରତିଷେଧକ ଟୀକାର ଶେଷ ହୋଇଛି କ୍ଲିନିକାଲ ଟ୍ରାଏଲ । ଋଷିଆର ସେଚେନୋଭ ମସ୍କୋ ଷ୍ଟେଟ ମେଡିକାଲ ୟୁନିଭର୍ସିଟିରେ ଏହି ପ୍ରତିଷେଧକର ଭଲ୍ୟୁଣ୍ଟିୟରଙ୍କ ଉପରେ କ୍ଲିନିକାଲ ଟ୍ରାଏଲ ରବିବାର ଶେଷ ହୋଇଥିବା ୟୁନିଭର୍ସିଟି ପକ୍ଷରୁ ପ୍ରକାଶ କରାଯାଇଛି ।

2.ରାଜ୍ୟବାସୀଙ୍କ ପାଇଁ ଖୁସି ଖବର, ସୁସ୍ଥ ହେଲେ ଆଉ 390

ରାଜ୍ୟରେ ଧିରେ ଧିରେ ଆକ୍ରାନ୍ତଙ୍କ ତୁଳନାରେ ବଢିବାରେ ଲାଗିଛି ସୁସ୍ଥଙ୍କ ସଂଖ୍ୟା । ଏହି କ୍ରମରେ ରବିବାର ରାଜ୍ୟରେ ଆହୁରି 390 ଜଣ ସୁସ୍ଥ ହୋଇଥିବା ଜଣା ପଡିଛି । ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 8750ରେ ପହଞ୍ଚିଥିବା ଜଣା ପଡିଛି ।

3.ଗୁଜରାଟରେ ପିସିସି ପରିବର୍ତ୍ତନ ପରେ ଓଡିଶା କଂଗ୍ରେସରେ କମ୍ପନ

ପୁଣି ତେଜିଲା ଓଡିଶା କଂଗ୍ରେସରେ ପିସିସି ପରିବର୍ତ୍ତନ ନାରା । 13 ନେତା ପିପିସି ସଭାପତି ରେସରେ ଥିବା କହିଛନ୍ତି ବିଧାୟକ ସୁରେଶ ରାଉତରାୟ ।

4.ରାଜସ୍ଥାନ ରାଜନୀତି: ପାଇଲଟଙ୍କ ସହ ଯୋଗାଯୋଗରେ 30 ବିଧାୟକ, ହସ୍ତକ୍ଷେପ କଲା କେନ୍ଦ୍ରୀୟ ଟିମ

ରାଜସ୍ଥାନରେ ଲାଗିରହିଥିବା ରାଜନୈତିକ ଦ୍ବନ୍ଦ୍ବ ରୋଚକ ସ୍ଥିତିକୁ ଗତି କରୁଛି । ଘଟଣାକ୍ରମେ 30 ଜଣ କଂଗ୍ରେସ ବିଧାୟକ ଓ କିଛି ସ୍ବାଧୀନ ବିଧାୟକ ସଚିନ ପାଇଲଟଙ୍କ ସହ ଯୋଗାଯୋଗରେ ରହିଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି । ଅନ୍ୟପଟେ ଏହି ଘଟଣାରେ କେନ୍ଦ୍ରୀୟ ଟିମ ହସ୍ତକ୍ଷେପ କରିଛି ।

5.ଗେହେଲଟଙ୍କ ଅଧୀନରେ କାର୍ଯ୍ୟ କରିବା ଅସମ୍ଭବ: ପାଇଲଟଙ୍କ ସମର୍ଥନକାରୀ ବିଧାୟକ

ପାଇଲଟଙ୍କୁ ସମର୍ଥନ କରୁଥିବା ବିଧାୟକମାନେ ମୁଖ୍ୟମନ୍ତ୍ରୀ ଗେହେଲଟଙ୍କ ଅଧୀନରେ କାର୍ଯ୍ୟ କରିବା ଅସମ୍ଭବ ବୋଲି ସଚିନ ପାଇଲଟଙ୍କ ନିକଟତମ ସୂତ୍ରରୁ ପ୍ରକାଶ କରାଯାଇଛି ।

6.ସ୍ୟାଣ୍ଡ ଆନିମେସନରେ ବିଗ ବିଙ୍କ ଆରୋଗ୍ୟ କାମନା କଲେ ମାନସ

କୋରୋନା ପଞ୍ଝାରେ ବଲିଉଡ ସେହେନ୍ସା ଅମିତାଭ ବଚନ । ନିଜ ବାଲୁକା କଳା ମାଧ୍ୟମରେ ତାଙ୍କ ଆରୋଗ୍ୟ କାମନା କଲେ ବିଶିଷ୍ଟ ବାଲୁକାଶିଳ୍ପୀ ମାନସ ସାହୁ ।

7.ରାଜଧାନୀରେ ନୂଆ 64 ପଜିଟିଭ୍‌, ସୁସ୍ଥ ଠୁ ବଳିଲା ଆକ୍ରାନ୍ତ ସଂଖ୍ୟା

ଗୋଷ୍ଠୀ ସଂକ୍ରମଣ ମୁହାଁ ରାଜଧାନୀ । ଦିନକୁ ଦିନ ବଢିବାରେ ଲାଗିଛି ପଜିଟିଭ୍‌ । ଆଜି ରାଜଧାନୀରେ 64 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

8.ରାଜ୍ୟବାସୀଙ୍କ ପାଇଁ ଖୁସି ଖବର, ସୁସ୍ଥ ହେଲେ ଆଉ 390

ରାଜ୍ୟରେ ଧିରେ ଧିରେ ଆକ୍ରାନ୍ତଙ୍କ ତୁଳନାରେ ବଢିବାରେ ଲାଗିଛି ସୁସ୍ଥଙ୍କ ସଂଖ୍ୟା । ଏହି କ୍ରମରେ ରବିବାର ରାଜ୍ୟରେ ଆହୁରି 390 ଜଣ ସୁସ୍ଥ ହୋଇଥିବା ଜଣାପଡିଛି ।

9.ଗୁଜୁରାଟରେ ପିସିସି ପରିବର୍ତ୍ତନ ପରେ ଓଡିଶା କଂଗ୍ରେସରେ କମ୍ପନ

10.ଐଶ୍ୱର୍ଯ୍ୟା-ଆରାଧ୍ୟା କୋରୋନା ପଜିଟିଭ୍, ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା

ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ପରେ ବର୍ତ୍ତମାନ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ତାଙ୍କ ଝିଅ ଆରାଧ୍ୟାଙ୍କ ମଧ୍ୟ କୋରୋନା ଟେଷ୍ଟ ପଜିଟିଭ୍ ବାହାରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.