ETV Bharat / bharat

କୋରୋନା କବଳରେ ନିଜାମୁଦ୍ଦିନ ରେଳ ଷ୍ଟେସନର 10 ଆରପିଏଫ୍ କର୍ମଚାରୀ

ରାଜଧାନୀ ଦିଲ୍ଲୀରେ କୋରୋନା ଭାଇରସ୍ ଜାରି ରଖିଛି ଆତଙ୍କ। ବର୍ତ୍ତମାନ ଆରପିଏଫ୍ କର୍ମଚାରୀମାନେ ମଧ୍ୟ କୋରୋନା ଅଧୀନରେ ଅଛନ୍ତି । ନିଜାମୁଦ୍ଦିନ ରେଳ ଷ୍ଟେସନର 10 ଆରପିଏଫ୍ କର୍ମଚାରୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

10 ଆରପିଏଫ୍ କର୍ମଚାରୀଙ୍କୁ କୋରୋନା
10 ଆରପିଏଫ୍ କର୍ମଚାରୀଙ୍କୁ କୋରୋନା
author img

By

Published : Sep 16, 2020, 6:10 AM IST

ଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ କୋରୋନା ଭାଇରସ୍ ଜାରି ରଖିଛି ଆତଙ୍କ । ବର୍ତ୍ତମାନ ଆରପିଏଫ୍ କର୍ମଚାରୀମାନେ ମଧ୍ୟ କୋରୋନା ଅଧୀନରେ ଅଛନ୍ତି । ହଜରତ ନିଜାମୁଦ୍ଦିନ ରେଳ ଷ୍ଟେସନରେ ନିୟୋଜିତ ଆରପିଏଫ୍ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ହଜରତ ନିଜାମୁଦ୍ଦିନ ରେଳବାଇରେ ନିଯୁକ୍ତି 10 ଆରପିଏଫ୍ କର୍ମଚାରୀଙ୍କୁ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଯେଉଁଥିରେ ଦୁଇଜଣ ସବ୍ ଇନ୍ସପେକ୍ଟର, ଜଣେ ଏଏସଆଇ,7 କନଷ୍ଟେବଳ ଅନ୍ତର୍ଭୁକ୍ତ ଅଛନ୍ତି । ଏପରିକି ଆରପିଏଫ୍ କର୍ମଚାରୀମାନେ କୋଭିଡ ପଜିଟିଭ ବୋଲି ଜଣାପଡିଛି । ସୂଚନା ଥାଉକି କୋରୋନା ଅବଧିରେ ନିୟୋଜିତ ଆରପିଏଫ୍ କର୍ମଚାରୀମାନେ ମଧ୍ୟ ପ୍ରତ୍ୟେକ ଯାତ୍ରୀଙ୍କୁ ଯାଞ୍ଚ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.