ETV Bharat / bharat

ଦେଶରେ ଦିନକରେ 44,684 ନୂଆ ଆକ୍ରାନ୍ତ ଚିହ୍ନଟ - କୋରୋନା ସଂକ୍ରମଣ

ଭାରତରେ ଏବେବି ଉପର ମୁହାଁ କୋରୋନା ଗ୍ରାଫ । ମୃତ୍ୟୁବରଣ କରିଛନ୍ତି 1 ଲକ୍ଷ 29 ହଜାର 188 ଆକ୍ରାନ୍ତ । ଅଧିକ ପଢନ୍ତୁ...

24 ଘଣ୍ଟାରେ 44,684 ନୂଆ କୋରୋନା ସଂକ୍ରମଣ ରିପୋର୍ଟ, 520 ମୃତ

author img

By

Published : Nov 14, 2020, 10:49 AM IST

ନୂଆଦିଲ୍ଲୀ: ଦେଶରେ 87 ଲକ୍ଷ ପାର କରିଛି କୋରୋନା ସଂକ୍ରମଣ ମାମଲା । ଯାହା ଦୈନିକ ରିପୋର୍ଟ ଅନୁସାରେ ଅନ୍ୟ ଦେଶ ତୁଳନାରେ ସର୍ବାଧିକ ରହିଛି।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ 44 ହଜାର 684ଟି ନୂଆ କୋରୋନା ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ, ଏଥିରେ 520 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା 87 ଲକ୍ଷ 73 ହଜାର 479 ପାର କରିଛି। ସେଥିମଧ୍ୟରୁ ଆଜି ପର୍ଯ୍ୟନ୍ତ ମୋଟ 1 ଲକ୍ଷ 29 ହଜାର 188ଜଣଙ୍କର ଜୀବନ ଯାଇଛି।

ତେବେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 81 ଲକ୍ଷ 63 ହଜାର 572 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବାବେଳେ, ବର୍ତ୍ତମାନ 4 ଲକ୍ଷ 80 ହଜାର 719 ଜଣ ସଂକ୍ରମିତ ଦେଶର ବିଭିନ୍ନ କୋଭିଡ ସେଣ୍ଟରରେ ଚିକିତ୍ସାଧୀନ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.