ETV Bharat / bharat

NEP ଯୁବପିଢିଙ୍କୁ ସେନାରେ ଯୋଗଦାନ ପାଇଁ ସୁଯୋଗ ଦେବ: ବିପିନ ରାୱତ

ସିଡିଏସ ଜେନେରାଲ ବିପିନ ରାୱତ କହିଛନ୍ତି ଯେ ନୂତନ ଶିକ୍ଷା ନୀତି (NEP) 2020 ଦେଶରେ ଶିକ୍ଷାର ପ୍ରକ୍ରିୟାରେ ପରିବର୍ତ୍ତନ ଆଣିବ ଓ ସଶସ୍ତ୍ର ବାହିନୀକୁ ଗ୍ରାମାଞ୍ଚଳର ଯୁବକଙ୍କୁ ଯବାନ ହେବା ପାଇଁ ଚିହ୍ନଟ କରିବାରେ ସାହାଯ୍ୟ କରିବ।

ବିପିନ ରାୱତ
ବିପିନ ରାୱତ
author img

By

Published : Aug 2, 2020, 12:20 PM IST

ନୂଆଦିଲ୍ଲୀ: ସିଡିଏସ ଜେନେରାଲ ବିପିନ ରାୱତ କହିଛନ୍ତି ଯେ ନୂତନ ଶିକ୍ଷା ନୀତି (NEP) 2020 ଦେଶରେ ଶିକ୍ଷାର ପ୍ରକ୍ରିୟାରେ ପରିବର୍ତ୍ତନ ଆଣିବ ଓ ସଶସ୍ତ୍ର ବାହିନୀକୁ ଗ୍ରାମାଞ୍ଚଳର ଯୁବକଙ୍କୁ ଯବାନ ହେବା ପାଇଁ ଚିହ୍ନଟ କରିବାରେ ସାହାଯ୍ୟ କରିବ।

ସେ କହିଛନ୍ତି, କଲେଜ ସ୍ତରରେ ମଲ୍ଟି ଏଣ୍ଟ୍ରି ଓ ପ୍ରସ୍ଥାନ ଯୋଜନା ଆମ ଯୁବପିଢିଙ୍କ ପାଇଁ ଏକ ସ୍ବାଗତଯୋଗ୍ୟ ପରିବର୍ତ୍ତନ ହେବ। ସେ କହିଛନ୍ତି ଯେ ଅଧ୍ୟାପକଙ୍କୁ ଏହି ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହେବାକୁ ପଡିବ କାରଣ ସେମାନଙ୍କୁ ହିଁ ଶିଶୁଙ୍କୁ ଆଗେଇ ନେବାକୁ ପଡିବ। କେନ୍ଦ୍ର କ୍ୟାବିନେଟ୍ ବୁଧବାର ବିଦ୍ୟାଳୟ ଓ ଉଚ୍ଚଶିକ୍ଷାରେ ଏକାଧିକ ପରିବର୍ତ୍ତନ ପ୍ରସ୍ତାବ ଦେଇ NEP 2020 କୁ ଲଞ୍ଚ୍ କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.