ETV Bharat / bharat

ଏଣିକି ଏନଡିଏମସି ସ୍କୁଲର ନାମ ହେବ 'ଅଟଳ ଆଦର୍ଶ ବିଦ୍ୟାଳୟ'

ଏନଡିଏମସି ସ୍କୁଲର ନାମ ପରିବର୍ତ୍ତନ କରାଯାଇ ଅଟଳ ଆଦର୍ଶ ବିଦ୍ୟାଳୟ ରଖାଯିବ ବୋଲି ଏନଡିଏମସି ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jul 15, 2019, 11:06 AM IST

ନୂଆଦିଲ୍ଲୀ: ନୂଆଦିଲ୍ଲୀ ମ୍ୟୁନିସିପାଲ କାଉନସିଲ(ଏନଡିଏମସି) 31ଟି ଏନଡିଏମସି ସ୍କୁଲର ନାମ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶନାମା ଜାରି କରିଛି । ସ୍କୁଲ ଗୁଡିକର ନାମ ନଗରପାଳିକା ସ୍କୁଲ ରହିଛି । ଏହାକୁ ପରିବର୍ତ୍ତନ କରାଯାଇ 'ଅଟଳ ଆଦର୍ଶ ବିଦ୍ୟାଳୟ' ରଖାଯିବ । ଚଳିତ ଶିକ୍ଷାବର୍ଷ 2019-20 ଠାରୁ ସ୍କୁଲ ଗୁଡିକର ନାମ ପରିବର୍ତ୍ତନ କରାଯିବ ।

ସାର୍ବଜନିକ ଧାରଣାକୁ ଉଚ୍ଚ କରିବାକୁ ଏହି ନାମ ପରିବର୍ତ୍ତନ କରିବାକୁ ଚାହୁଁଛି ବୋଲି ଏନଡିଏମସି ପକ୍ଷରୁ କୁହାଯାଇଛି । ଏକ ସପ୍ତାହ ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇଥିଲା । ଏହାପାଇଁ ମଧ୍ୟ ଏକ ପ୍ରସ୍ତାବ ଗୃହୀତ କରାଯାଇଥିଲା ।

Intro:Body:

BLANK FOR LINK STORY 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.