ETV Bharat / bharat

ଭଉଣୀକୁ ଏସିଡ ମାଡ କଲା ଭାଇ

ଗ୍ରେଟର ନୋଏଡାରେ ବୁଧବାର ସାମନାକୁ ଆସିଛି ଏକ ଲଜ୍ଜ୍ୟାଜନକ ଘଟଣା । ଯେଉଁଠି ଦୁଇ ଭାଇ 22 ବର୍ଷର ଭଉଣୀକୁ ପ୍ରଥମେ କାର ବାହାରକୁ ଧକ୍କା ଦେବା ପରେ ଏସିଡ ମାଡ କରି ନିକଟସ୍ଥ ଗାଁରେ ଫିଙ୍ଗି ଦେଇଛନ୍ତି ।

author img

By

Published : May 15, 2019, 6:58 PM IST

ଫାଇଲ ଫଟୋ

ଲକ୍ଷ୍ନୌ: ପୁଣି ଆସିଲା ଏସିଡ ମାଡର ଆଉ ଏକ ନଗ୍ନ ଚିତ୍ର । ଗ୍ରେଟର ନୋଏଡାରେ ବୁଧବାର ସାମନାକୁ ଆସିଛି ପୁଣି ଏମିତି ଏକ ଘଟଣା ଯେଉଁଠି ନିଜ ଦୁଇ ଭାଇ 22 ବର୍ଷର ଭଉଣୀକୁ ପ୍ରଥମେ କାର ବାହାରକୁ ଧକ୍କା ଦେବା ପରେ ଏସିଡ ମାଡ କରି ନିକଟସ୍ଥ ଗାଁରେ ଫିଙ୍ଗି ଦେଇଛନ୍ତି । ଗଣ ମାଧ୍ୟମରେ ଏହି ଖବର ପ୍ରକାଶିତ ହେବାପରେ ଘଟଣାକୁ ଗୁରୁତର ସହ ନେଇ ଏନସିଡବ୍ଲ୍ୟୁ( ରାଷ୍ଟ୍ରୀୟ ମହିଳା ଆୟୋଗ) ଏହାର ଛାନଭିନ କରି ରାଜ୍ୟରେ ଏସିଡ ବିକ୍ରି ଉପରେ ବ୍ୟାନ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଏନେଇ ଏନସିଡବ୍ଲ୍ୟୁ ଉତ୍ତର ପ୍ରଦେଶ ଡିଜିପି ଓପି ସିଂଙ୍କ ନିକଟକୁ ଚିଠି ଲେଖିଛନ୍ତି । ରାଜ୍ୟରେ ଏସିଡ ବିକ୍ରି ଉପରେ ରୋକ ଲଗାଇବା ଉପରେ ନିର୍ଦ୍ଦେଶ ଦେବା ସହ ଏନସିଡବ୍ଲ୍ୟୁର ଏକ ଟିମ ଆଜି ପୀଡିତାଙ୍କୁ ଭେଟିଛନ୍ତି ।

Intro:Body:

dfd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.