ETV Bharat / bharat

ମହାରାଷ୍ଟ୍ର ମହାନାଟକ: ପୁଣି ବଦଳିଲା ଏନସିପି-କଂଗ୍ରେସ ବୈଠକ ସମୟ - ncp-cong meeting postponed

ପୁଣିଥରେ ମଙ୍ଗଳବାର ଏନସିପି-କଂଗ୍ରେସ ମଧ୍ୟରେ ହେବାକୁ ଥିବା ବୈଠକ ସମୟ ପରିବର୍ତ୍ତନ ହୋଇଛି।

ଏନସିପି-କଂଗ୍ରେସ
author img

By

Published : Nov 19, 2019, 12:42 PM IST

Updated : Nov 19, 2019, 1:16 PM IST

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ଘ଼଼ଡିକେ ଘୋଡା ଛୁଟୁଛି । ଅନେକ ବୈଠକ, ସାକ୍ଷାତକାର, ଆଲୋଚନା, ବୁଝାମଣା ପରେ ଫଳାଫଳ ଶୂନ। ପୁଣିଥରେ ମଙ୍ଗଳବାର ଏନସିପି-କଂଗ୍ରେସ ମଧ୍ୟରେ ହେବାକୁ ଥିବା ବୈଠକର ସମୟ ପରିବର୍ତ୍ତନ ହୋଇଛି।

ଏନେଇ ସୂଚନା ଦେଇଛନ୍ତି ଏନସିପିର ବରିଷ୍ଠ ନେତା ନୱାବ ମଲ୍ଲିକ। ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଇଁ ଗାନ୍ଧୀ ପରିବାର ବ୍ୟସ୍ତ ଥିବାରୁ ବୈଠକ ସମୟରେ ପରିବର୍ତ୍ତନ କରଯାଇଥିବା କହିଛନ୍ତି ସେ। ମଙ୍ଗଳବାର ପରିବର୍ତ୍ତେ ବୁଧବାର ଏହି ବୈଠକ ବସିବା ନେଇ ଯୋଜନା କରାଯାଇଛି।

ଏନସିପି-କଂଗ୍ରେସ
ଏନସିପି-କଂଗ୍ରେସ

ଗତକାଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ମଧ୍ୟରେ ଏକ ବୈଠକ ବସିଥିଲା। ଏହା ପରେ ପାଓ୍ଵାର କହିଥିଲେ ଯେ ମହାରାଷ୍ଟ୍ର ରାଜନୈତିକ ସ୍ଥିତି ଉପରେ କେବଳ ଆଲୋଚନା ହୋଇଥିଲା । ଦୁଇ ଦଳର ବରିଷ୍ଠ ନେତାଙ୍କ ମତାମତକୁ ଆଧାର କରି ଆଗାମୀ ନିଷ୍ପତ୍ତି ନିଆଯିବ। ଯେଉଁ ବୈଠକ ଆଜି ବସିବାକୁ ଯୋଜନା ରହିଥିଲା । ସୋନିଆ ଗାନ୍ଧୀଙ୍କ ସହ ସରକାର ଗଠନ ନେଇ କୌଣସି ଆଲୋଚନା ହୋଇନାହିଁ।

Intro:Body:

BLANK FOR LINK 

Conclusion:
Last Updated : Nov 19, 2019, 1:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.