ETV Bharat / bharat

ନକ୍ସଲଙ୍କ ଆଇଇଡି ବ୍ଲାଷ୍ଟ, ଜଣେ ଯବାନ ଆହତ

author img

By

Published : Oct 3, 2019, 12:30 PM IST

ଛତିଶଗଡ ସୁକମାର ତୋଙ୍ଗପାଲ ଅଞ୍ଚଳରେ ଆଇଇଡି ବିସ୍ଫୋରଣ କରିଛନ୍ତି ନକ୍ସଲ । ପୁସପାସ ଅଞ୍ଚଳରେ ଯବାନ ମାନେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା ।

ଫଟୋ ସୌଜନ୍ୟ- ଇଟିଭି ଭାରତ ବ୍ୟୁରୋ

ସୁକମା: ପୁଣିଥରେ ନକ୍ସଲ ମାନେ ନିଜର ସ୍ଥିତି ଜାହିର କରିଛନ୍ତି । ଛତିଶଗଡ ସୁକମାର ତୋଙ୍ଗପାଲ ଅଞ୍ଚଳରେ ଆଇଇଡି ବିସ୍ଫୋରଣ କରିଛନ୍ତି ନକ୍ସଲ । ପୁସପାସ ଅଞ୍ଚଳରେ ଯବାନ ମାନେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା ।

ଭିଡିଓ ସୌଜନ୍ୟ- ଇଟିଭି ଭାରତ ବ୍ୟୁରୋ

ବିସ୍ଫୋରଣରେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ଗୁରୁତର ଆହତ ଡିଆରଜି ଯବାନକୁ ଅନ୍ୟ ଯବାନ ଜଣଙ୍କ କାନ୍ଧରେ ଉଠାଇ ସେଠାରୁ ପଳାଇ ଆସିଥିଲେ ।

ଆହତ ହୋଇଥିବା ଯବାନ ହେଲେ ସଭଲାମ ମୁଟ୍ଟା । ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ଏସପି ।

Intro:सुकमा ब्रेकिंग

नक्सलियो ने जवानों पर किया आईईडी ब्लास्ट।

तोंगपाल के पुसपास इलाके मे सर्चिंग पर निकले थे जवान।

नक्सली ब्लास्ट मे डीआरजी का एक जवान घायल।

घायल जवान को कंधे पर उठाकर जवानों ने निकाला।

घायल का नाम सवलम मुत्ता पैर मे आई मामूली चोट।

एसपी शलभ सिन्हा ने की मामले की पुष्टीBody:BlastConclusion:Blast
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.