ETV Bharat / bharat

ଆତ୍ମସମର୍ପଣ କଲେ ମାଓ ଦମ୍ପତି

ମାଓବାଦୀଙ୍କ ବିଚାରଧାରାରେ ନିରାଶ ହୋଇ ଆତ୍ମସମର୍ପଣ କଲେ ମାଓ ଦମ୍ପତି । ମିଳିଲା ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ।

author img

By

Published : Jun 10, 2019, 8:42 AM IST

ଫଟୋ ସୌଜନ୍ୟ : ଇଟିଭି ଭାରତ

ରାୟପୁର: ପୋଲିସ ପାଖରେ ଆତ୍ମସମର୍ପଣ କଲେ ମାଓ ଦମ୍ପତି । ଶନିବାର ଦୁହେଁ ଛତିଶଗଡ ସୁକମା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ମାଓବାଦୀଙ୍କ ବିଚାରଧାରାରେ ନିରାଶ ହୋଇ ଦୁହେଁ ମାଓ ସଙ୍ଗଠନ ଛାଡିଥିବା ପୋଲିସ ଆଗରେ ପ୍ରକାଶ କରିଛନ୍ତି ।

ମିଲିସିଆ କମାଣ୍ଡର ଭେଟ୍ଟି ହୁରା ଏବଂ ପତ୍ନୀ କମଲୁ ହୁଏ କ୍ରାନ୍ତିକାରୀ ଆଦିବାସୀ ମହିଳା ସଙ୍ଗଠନରେ କାମ କରୁଥିଲେ । ଆତ୍ମସପର୍ପଣ ପରେ ଉଭୟଙ୍କୁ 1 ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିବା କହିଛନ୍ତି ଏସପି ସଲଭ ସିହ୍ନା।

2017 ଏପ୍ରିଲ 24ରେ ସୁକମାରେ ସିଆରପିଏଫ ଯବାନ ଆକ୍ରମଣ ଘଟଣାରେ ଜଡିତ ଥିଲେ ଭେଟ୍ଟି। ଯେଉଁଠି 25 ଯବାନ ପ୍ରାଣ ହରାଥିବା ବେଳେ 7 ଜଣ ଗୁରୁତର ହୋଇଥିଲେ ।

Intro:Body:

fsfs

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.