ETV Bharat / bharat

ଧର୍ମେନ୍ଦ୍ର-ପ୍ରତାପଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

ଦୁଇ ଓଡିଆ କେନ୍ଦ୍ରମନ୍ତ୍ରୀ ପ୍ରତାପ ଓ ଧର୍ମେନ୍ଦ୍ରଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ । ଟ୍ବିଟକରି ଦେଲେ ଅଭିନନ୍ଦନ । ମୋଦି କ୍ୟାବିନେଟରେ ସ୍ଥାନ ପାଇଛନ୍ତି ଏହି 2 ଓଡିଆ ସାଂସଦ ।

author img

By

Published : May 31, 2019, 10:46 AM IST

ଡିଜାଇନ ଫଟୋ

ଭୁବନେଶ୍ବର: ମୋଦି କ୍ୟାବିନେଟରେ ସ୍ଥାନ ପାଇଥିବା 2 ଓଡିଆ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟ କରି ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଅଭିନନ୍ଦନ ।

naveen pratap dharmendra
ଫଟୋ ସୌଜନ୍ୟ : ଟ୍ବିଟର@naveen

ପ୍ରତ୍ୟକ ଭାରତୀୟଙ୍କ ଆକାଂକ୍ଷାଙ୍କୁ ପୂରଣ କରିବାରେ ଉଭୟ ସଫଳ ହେବେ ବୋଲି କାମନା କରିଛନ୍ତି ନବୀନ । ଏହାସହ କେନ୍ଦ୍ରରେ ଓଡିଶାର ସ୍ବରକୁ ସଠିକ ଢଙ୍ଗରେ ପହଞ୍ଚାଇବାରେ ଉଭୟ ନେତା ସଫଳ ହେବେ ବୋଲି ଆଶା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେପଟେ ଧର୍ମେନ୍ଦ୍ର ଏବଂ ପ୍ରତାପ ମଧ୍ୟ ନବୀନଙ୍କ ଅଭିନନ୍ଦନର ରିଟ୍ବିଟ କରି ଧନ୍ୟବାଦ ଦେଇଛନ୍ତି । ଧର୍ମେନ୍ଦ୍ରଙ୍କୁ କ୍ୟାବିନେଟ ପଦ ମିଳିଥିବା ବେଳେ ପ୍ରତାପଙ୍କୁ ରାଷ୍ଟ୍ରପାହ୍ୟା ମିଳିଛି ।

Intro:Body:

sdfg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.