ETV Bharat / bharat

ମିଳିଲା 'ଲ୍ୟାଣ୍ଡର ବିକ୍ରମ' ଭଗ୍ନାବଶେଷ

author img

By

Published : Dec 3, 2019, 7:51 AM IST

Updated : Dec 3, 2019, 12:07 PM IST

'ଲ୍ୟାଣ୍ଡର ବିକ୍ରମ'ର ଭଗ୍ନାବଶେଷକୁ ଖୋଜି ପାଇଛି ନାସାର ଏଲଆରଓ । ରାତି 1.30ରେ ନାସା 'ଲ୍ୟାଣ୍ଡର ବିକ୍ରମ'ର ଇମ୍ପ୍ୟାକ୍ଟ ସାଇଟର ଛବି ଜାରି କରିଛି ।

ଲ୍ୟାଣ୍ଡର ବିକ୍ରମ
ଫଟୋ ସୌଜନ୍ୟ: ଟ୍ବିଟର @NASA

ନୂଆଦିଲ୍ଲୀ: ଆମେରିକାର ଅନ୍ତରୀକ୍ଷ ସଂସ୍ଥା ନାସା ଚନ୍ଦ୍ରଯାନର 'ଲ୍ୟାଣ୍ଡର ବିକ୍ରମ'କୁ ନେଇ ବଡ ସୂଚନା ଦେଇଛି । ଲୁନାର ରିକନେକ୍ସନ ଅରବିଟ ଚନ୍ଦ୍ର ପୃଷ୍ଠରେ 'ଲ୍ୟାଣ୍ଡର ବିକ୍ରମ'କୁ ଖୋଜି ପାଇଥିବା ନେଇ ନାସା ଟ୍ବିଟ କରି କହିଛି ।

ଚନ୍ଦ୍ରଯାନ-2 'ଲ୍ୟାଣ୍ଡର ବିକ୍ରମ'ର ଭଗ୍ନାବଶେଷ କ୍ରାସ ହେବା ସ୍ଥାନଠାରୁ 750 ମିଟର ଦୂରରେ ମିଳିଥିବା ନାସା ଦାବି କରିଛି । ରାତି 1.30ରେ ନାସା 'ଲ୍ୟାଣ୍ଡର ବିକ୍ରମ'ର ଇମ୍ପ୍ୟାକ୍ଟ ସାଇଟର ଛବି ଜାରି କରିବା ସହ ଏହାର ତିନୋଟି ଅଂଶ ମିଳିଥିବା ସୂଚନା ଦେଇଛି । ଏହି ଛବି 1 କିଲୋମିଟର ଦୂରରୁ ନିଆଯାଇଛି । ଏଲଆରଓ ଦ୍ବାରା ନିଆଯାଇଥିବା ଏହି ଛବିରେ ବିକ୍ରମର କ୍ରାସ ଲ୍ୟାଣ୍ଡିଂ ଦ୍ବାରା ପ୍ରଭାବିତ ସ୍ଥାନର ଚିତ୍ର ଦେଖାଯାଇଛି ।

Intro:Body:

BLANK

Conclusion:
Last Updated : Dec 3, 2019, 12:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.