ETV Bharat / bharat

ଇସ୍ରୋ ପାଖରେ ଶେଷ ସୁଯୋଗ, ନାସା ଉଠାଇଲା ଲ୍ୟାଣ୍ଡିଂ ସ୍ଥାନର ଫଟୋ

author img

By

Published : Sep 20, 2019, 10:00 AM IST

‘ଚନ୍ଦ୍ରଯାନ-2’ ର ବିକ୍ରମ ଲ୍ୟାଣ୍ଡର ଲ୍ୟାଣ୍ଡିଂ କରିଥିବା ସ୍ଥାନର ଫଟୋ ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି ନାସାର ଉଠାଇଥିବା ନେଇ ଏହାର ଜଣେ ବୈଜ୍ଞାନିକ ସ୍ପଷ୍ଟ କରିଛନ୍ତି।

ଫାଇଲ ଫଟୋ

ହୋଷ୍ଟନ: ‘ଚନ୍ଦ୍ରଯାନ-2’ର ବିକ୍ରମ ଲ୍ୟାଣ୍ଡର ସହ ସମ୍ପର୍କ ଯୋଡିବାର ପ୍ରୟାସ ଧିରେ ଧିରେ ମଉଳିବାରେ ଲାଗିଛି । ବିକ୍ରମ ସହ ଯୋଗାଯୋଗ ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପାଖରେ ଆଉ ମାତ୍ର ଗୋଟିଏ ଦିନର ସୁଯୋଗ ରହିଛି । ଏହା ମଧ୍ୟରେ ଚନ୍ଦ୍ରର ଯେଉଁ ସ୍ଥାନରେ ବିକ୍ରମ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ପ୍ରୟାସ କରିଥିଲା ସେହି ସ୍ଥାନର ଫଟୋ ଉଠାଇଛି ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି ନାସାର ମୁନ ଅର୍ବିଟର । ଏନେଇ ନାସାର ଜଣେ ବରିଷ୍ଠ ବୈଜ୍ଞାନିକ ସ୍ପଷ୍ଟ କରିଛନ୍ତି।

ନାସାର ଲୁନାର ଅର୍ବିଟର ଅନ୍ତରୀକ୍ଷ ଯାନ 17 ସେପ୍ଟେମ୍ବର ଚନ୍ଦ୍ରର ଦକ୍ଷିଣ ଧ୍ରୃବ ପାଖ ଦେଇ ଗତି କରିବା ସମୟରେ ବିକ୍ରମ ଲ୍ୟାଣ୍ଡିଂ କରିଥିବା ସ୍ଥାନର ଫଟୋ ନେଇଛି । ଏହି ଯାନ ବିକ୍ରମ ଲ୍ୟାଣ୍ଡିଂ କରିଥିବା ସ୍ଥାନର ଠିକ ଉପର ଦେଇ ଅତିକ୍ରମ କରିଥିବା ଏଲଆରଓ ମିଶନର ଡେପୁଟି ପ୍ରୋଜେକ୍ଟ ସାଇଣ୍ଟିଷ୍ଟ ଜନ କୈଲର ଜଣାଇଛନ୍ତି।

Intro:Body:

SUVU 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.