ETV Bharat / bharat

ନନ୍ଦଲାଲ ବୋଷ: ଭାରତୀୟ ସମ୍ବିଧାନର ଅବିଚ୍ଛିନ୍ନ ଅଙ୍ଗ

ଭାରତୀୟ ସଂସ୍କୃତିକୁ ଆଧୁନିକତାର ଲେନ୍ସରେ ଦେଖୁଥିବା ବିଶିଷ୍ଟ ଚିତ୍ରକର ନନ୍ଦଲାଲ ବୋଷ । ତାଙ୍କ ଶବ୍ଦ କି ବଳ ନୁହେଁ ବରଂ ତୂଳୀର ଓ ରଙ୍ଗର ଯୋଗଦାନ ଭାରତ ସ୍ବତନ୍ତ୍ରତା ଆନ୍ଦୋଳନରେ ଅତୁଳନୀୟ । ପଢନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା....

Nandalal Bose: A Forgotten artist
ନନ୍ଦଲାଲ ବୋଷ, ଭାରତୀୟ ସମ୍ବିଧାନର ଅବିଚ୍ଛିନ୍ନ ଅଙ୍ଗ
author img

By

Published : Nov 28, 2019, 5:47 PM IST

ହାଇଦ୍ରାବାଦ: ଭାରତୀୟ ମର୍ଡର୍ଣ୍ଣ ଆର୍ଟ କହିଲେ ମନକୁ ଆସେ ଗୋଟିଏ ମୁହଁ । ସେ ହେଲେ ନନ୍ଦଲାଲ ବୋଷ । ତାଙ୍କ ତୂଳୀ ଓ ରଙ୍ଗରେ ଦେଖିବାକୁ ମିଳେ ଭାରତୀୟ ଚିତ୍ରକଳ୍ପର ବିଶ୍ବ ରୂପାୟନ । ଭାରତୀୟ ସଂସ୍କୃତିକୁ ସେ ଆଧୁନିକତାର ଦୃଷ୍ଟିକୋଣରୁ ଦେଖୁଥିଲେ । ନିଜ ପାରିଦର୍ଶିତା ଓ କଳା ସାଧନା ବଳରେ ସେ ଭାରତ ସରକାରଙ୍କ ବିଶ୍ବାସ କୁ ଜିତିବାକୁ ସକ୍ଷମ ହୋଇଥିଲେ । ଏଥିପାଇଁ ତ ତାଙ୍କୁ ଦେଶର ସମ୍ବିଧାନ ଡିଜାଇନ ପାଇଁ ଯୋଗ୍ୟ ମନାଯାଇଥିଲା । ଏଥିସହ ସ୍ବତନ୍ତ୍ର ଭାରତ ସରକାରଙ୍କ ଦ୍ବାରା କିଛି ଖାସ ଯୋଜନାର କାରୁକାର୍ଯ୍ୟର ଦାୟିତ୍ବ ତାଙ୍କୁ ଦିଆଯାଇଥିଲା । ବିଡମ୍ବନା ଯେ, ତାଙ୍କର ଯୋଗଦାନ ନା କୌଣସି ଇତିହାସ ପୃଷ୍ଠାରେ ବର୍ଣ୍ଣିତ ନା କୌଣସି ପ୍ରତିଷ୍ଠିତ ସଂଗ୍ରହାଳୟରେ ସଂରକ୍ଷିତ ।

ତାଙ୍କ ତୂଳୀ କୁହେ କଥା

1882 ମସିହା ଡିସେମ୍ବର 3 ତାରିଖରେ ବିହାରର ମୁଙ୍ଗେର ଜିଲ୍ଲାର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ନନ୍ଦଲାଲ । ବାପା ପୂର୍ଣ୍ଣଚନ୍ଦ୍ର ବୋଷ ଓ ମା କ୍ଷେତ୍ରମଣି ଦେବୀ । ଜଣେ ସୁଗୃହିଣୀ ସହ କଳାରେ ମଧ୍ୟ ତାଙ୍କର ବେଶ ଜ୍ଞାନ ଥିଲା । ପିଲାଟି ବେଳେ ନନ୍ଦଲାଲଙ୍କୁ ଯେତେ କଣ୍ଢେଇ ଦିଆଯାଉଥିଲା ସେ ସବୁ ଭାଙ୍ଗି ଦେଉଥିଲେ । ତାଙ୍କୁ ପୁଣି ଥରେ ସୁନ୍ଦ ରୂପରେ ଗଢିତୋଲୁଥିଲେ ତାଙ୍କ ମା । ମାଙ୍କର ଏହି ଗୁଣଟି ତାଙ୍କୁ ଗଭୀର ମାତ୍ରାରେ ପ୍ରଭାବିତ କରିଥିଲା । ଯେବେ ନନ୍ଦଲାଲଙ୍କୁ 13 ବର୍ଷ ହୋଇଥିଲା, ତାଙ୍କ ମାଙ୍କର ମୃତ୍ୟୁ ହୋଇଥିଲା । ସେବେଠୁ ସେ ନିଜ ମାଙ୍କର ସ୍ମୃତିକୁ ମନେପକାଇ ମାଟି କଣ୍ଢେଇ ଓ ମୃତ୍ତି ତିଆରି କରୁଥିଲେ । ଦୁର୍ଗାପୂଜା ସମୟରେ ସେ ମାଙ୍କ ମୃଣ୍ମୟ ମୃତ୍ତିକୁ ସଜଉଥିଲେ ।

ଏହା ପରେ 1889 ମସିହାରେ ସେ କଲେଜିଏଟ ସ୍କୁଲରେ ଉଚ୍ଚ ଶିକ୍ଷା ସାରିଥିଲେ । ଏଠାରୁ ତାଙ୍କୁ କୋଲକତା ପଠାଯାଇଥିଲା । ସେଠାରେ ସେ ତାଙ୍କ ଜେଜେ ମାଙ୍କ ଘରେ ରହୁଥିଲେ । ପରବର୍ତ୍ତୀ ସମୟରେ ସେ କୋଲକତାର ସ୍କୁଲ ଅଫ ଆର୍ଟସରେ ପଢିବା ପାଇଁ ପରିବାର ଲୋକଙ୍କୁ ରାଜି କରାଇଥିଲେ । ଏଠାରେ ସେ 5 ବର୍ଷ ଧରି ଚିତ୍ରକଳାର ବିଧିବଦ୍ଧ ଶିକ୍ଷା ନେଲେ । ଖୁବ କମ ବୟସରେ ତାଙ୍କର ବିବାହ ହୋଇ ଯାଇଥିଲା । ତାଙ୍କ ପତ୍ନୀଙ୍କ ନାମ ଥିଲା ସୁଧିରାଦେବୀ।

ଜଣେ ଯୁବ କଳାକାର ରୂପେ ନନ୍ଦଲାଲଙ୍କୁ ଅଜନ୍ତା ଗୁମ୍ଫାରେ ଅଙ୍କିତ ଚିତ୍ର ସବୁ ବହୁମାତ୍ରାରେ ମନ୍ତ୍ରମୁଗ୍ଧ କରିଥିଲା । ଯାହାକି ତାଙ୍କ ଭିତରେ ଜଣେ ଚିତ୍ରକରକୁ ପରିପକ୍ବ କରିଥିଲା । ତାଙ୍କ ଚିତ୍ରରେ ଏଭଳି ଯାଦୁ ଥିଲା ଯାତ୍ର କଳା ପ୍ରେମୀଙ୍କୁ ଅତି ସହଜରେ ଆକୃଷ୍ଟ କରୁଥିଲା । ଏଥିପାଇଁ ତାଙ୍କ କଳା ଏସିଆ ସମେତ ସମଗ୍ର ପଶ୍ଚିମରେ ସୁନାମ ଅର୍ଜନ କରିଥିଲା ।

ତେବେ ଗୋଟିଏ ପଟେ ସରକାର ଭାରତ ଇତିହାସ ସହ ଜଡିତ ଲୋକଙ୍କୁ ସମ୍ମାନିତ କରୁଥିବା ବେଳେ ଅନ୍ୟପଟେ ନନ୍ଦଲାଲ ବୋଷ, ଯାହାଙ୍କ ଶବ୍ଦ ନୁହେଁ ବରଂ ତୂଳୀର ଯୋଗଦାନ ଭାରତ ସ୍ବତନ୍ତ୍ରତା ଆନ୍ଦୋଳନରେ ଅତୁଳନୀୟ । ସେ ଆଜି କେଉଁଠି ହଜିଯାଇଛନ୍ତି । ଏହା ଅତ୍ୟନ୍ତ ଦୁଃଖଦ ବୋଲି ସୋମପ୍ରକାଶ ପାଲ (ନନ୍ଦଲାଲଙ୍କ ପରିତ୍ୟକ୍ତ ପୈତୃକ ଘରେ ରୁହନ୍ତି ) କହିଛନ୍ତି ।

କିନ୍ତୁ ତତକାଳୀନ ଡିଏସପି ଡିଏନ ଗୁପ୍ତାଙ୍କ ପ୍ରୟାସରେ ବୋଷଙ୍କ ଏକ ପ୍ରତିମୃତ୍ତି ତାଙ୍କ ଘର ପାଖ ଚୌକରେ ସ୍ଥାପନ କରାଯାଇଛି । ଯେପରି ଆଜିର ପୀଢି ତାଙ୍କର ଯୋଗଦାନକୁ ଜାଣିପାରିବେ , ମନେରଖିବେ ।

ମହାତ୍ମା ଗାନ୍ଧୀଙ୍କ ଠାରୁ ଜବାହାରଲାଲ ନେହେରୁ , ଇନ୍ଧିରା ଗାନ୍ଧୀ ସମସ୍ତେ ଥିଲେ ନନ୍ଦଲାଲଙ୍କ କଳାର ଫ୍ୟାନ । ଶାନ୍ତିନିକେତନରେ ସିକ୍ଷା ନେଉଥିବା ସମୟରେ ଗାନ୍ଧୀ ଓ ନେହୁର ବାରମ୍ବାର ପରିଭ୍ରମଣରେ ଆସି ତାଙ୍କ ପ୍ରଂଶସା କରୁଥୁଲେ । ଏଥିପାଇଁ 147 ଦେଶ ସ୍ବାଧିନ ପରେ ଭାରତର ମୁଖଦର୍ପଣକୁ ଚିତ୍ରିତ କରିବାକୁ ନନ୍ଦଲାଲଙ୍କୁ ଆମନ୍ତ୍ରଣ କରିଥିଲେ । ପ୍ରକାଶ ଯେ, ଭାରତ ସରକାର1954ରେ ନନ୍ଦଲାଲଙ୍କୁ ପଦ୍ମ ବିଭୂଷଣରେ ସମ୍ମାନିତ କରିଥିଲେ ।

ସାଧାରଣତଃ ଲୋକେ ସମ୍ବିଧାନ ଲେଖକ ବାବା ସାହେବ ଆମ୍ବେଦକରଙ୍କୁ ଜାଣନ୍ତି । କିନ୍ତୁ ଭାରତ ସମ୍ବିଧାନର ବର୍ଣ୍ଣନା କରିଥିବା ବ୍ୟକ୍ତିଙ୍କୁ କାଁ ଭାଁ ବହୁତ କମ ଲୋକ ବୁଝନ୍ତି । ଭାରତୀୟ କଳା ପ୍ରତି ନନ୍ଦଲାଲଙ୍କ ଯୋଗଦାନ ଅମୁଲ୍ୟ ।

Intro:कन्नौज : आगरा-लखनऊ एक्सप्रेसवे टायर फटने से पलटी बस, हादसे में चार लोगों की मौत, 35 घायल  --------------------------------------------------------------------------------------

यूपी के कन्नौज में आगरा-लखनऊ एक्सप्रेस वे पर भीषण हादसे में मौके पर ही 4 लोगों की मौत हो गयी। जयपुर से बिहार जा रही डबल डेकर बस कन्नौज में पहिया फटने से अनियंत्रित होकर पलट गई। दुर्घटना में चार यात्रियों की मौत हो गई, जबकि 35 से ज्यादा लोग घायल हो गए। सभी को मेडिकल कॉलेज में भर्ती कराया गया।

Body:जयपुर से बुधवार दोपहर रवाना हुई बस का देर रात करीब 11 बजे कन्नौज के तिर्वा फगुहा भट्ठे के समीप आगरा लखनऊ एक्सप्रेसवे पर बस का टायर फट गया। चालक बस को जब तक नियंत्रित कर पाता तब तक बस डिवाइडर से टकराने के बाद पलट गई। जिससे बस के परखच्चे उड़ गए। हादसा होते ही मौके पर चीख-पुकार मच गई। सूचना पर पहुंची यूपीडा की टीम ने रेस्क्यू शुरू किया। आगरा से लखनऊ जाने वाली लेन को बंद कर दिया गया। जिसके बाद किसी तरह बस में फंसे यात्रियों को बाहर निकाला गया। जिसके बाद दोनों तरफ के वाहनों को एक ही लेन से सावधानी के साथ गुजारना शुरू किया गया। सभी घायलों को मेडिकल कालेज में भर्ती कराया गया। जहां पहले से ही दम तोड़ चुके घायलों में चार को मृत घोषित कर दिया गया। गंभीर रूप से 30 -35 घायलों का इलाज चल रहा है। हादसे की जानकारी पर डीएम और एसपी भी एक्सप्रेस-वे पहुंच गए।

Conclusion:चार लोगों ने मौके पर ही तोड़ा था दम

यूपीडा की गश्ती टीम और पुलिस मौके पर पहुंची और अंदर फंसे लोगों को बाहर निकाला। इस दौरान चार लोगों की दबकर मौत हो चुकी थी। क्रेन से बस को सीधा किया गया। मरने वालों में दो महिलाएं भी शामिल हैं, हालांकि अभी तक किसी की शिनाख्त नहीं हो सकी है। ये सीतामढ़ी के रहने वाले बताए जा रहे हैं।

जयपुर से बिहार जा रही थी बस

जयपुर में रहकर काम करने वाले बिहार के अलग-अलग जिलों के लोग घर लौट रहे थे। इनमें ज्यादातर दरभंगा, सीतामढ़ी और मुजफ्फरपुर के हैं। यात्रियों के मुताबिक तिर्वा के पास अचानक धमाका सा हुआ और बस पलट गई। नींद ले रहे मुसाफिरों में चीख-पुकार मच गई। बस के पलटने से यात्री फंस गए।

बाइट - श्यामवीर - घायल
बाइट - डॉ० रोहित कुमार - (डाक्टर) मेडिकल कालेज कन्नौज
बाइट - रविंद्र कुमार - जिलाधिकारी कन्नौज
-------------------------------------------------------
कन्नौज से पंकज श्रीवास्तव
09415168969

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.