ETV Bharat / bharat

ଘାଟିରେ ସୁଧୁରୁଛି ସ୍ଥିତି, ନମାଜ ପାଇଁ ଜାରି ହେଲା ଟାଇମିଂ

ଘାଟିରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ନମାଜ ପାଇଁ ସମୟ ନିର୍ଦ୍ଧାରଣ ହୋଇଛି । ସକାଳ 6.15ରୁ 9 ଟା ପର୍ଯ୍ୟନ୍ତ ରହିଛି ସମୟ ଅବଧି । କେବଳ ଜମ୍ମୁ ଜିଲ୍ଲା ପାଇଁ ଜାରି ରହିଛି ନିର୍ଦେଶ ।

ଫାଇଲ ପଟୋ
author img

By

Published : Aug 11, 2019, 2:20 AM IST

ଜମ୍ମୁ: ପ୍ରଶାସନ ଜାରି କଲା ନମାଜ ପ୍ରାଥନା ପାଇଁ ନିର୍ଦ୍ଧାରିତ ସମୟ । ବିଭିନ୍ନ ମଜଜିଦ୍ ଏବଂ ଇଦଗାହରେ ଭିନ୍ନ ଭିନ୍ନ ସମୟରେ ନମାଜ ପାଠ କରିବା ପାଇଁ ନିର୍ଦ୍ଦେଶ ଦେଇଛି ଓକାଫ ଇସଲାମିଆର ପ୍ରଶାସନ ।

_jammu
ଫଟୋ ସୌଜନ୍ୟ: ଏଏନ୍ଆଇ

ଧାରା 370 ଉଚ୍ଛେଦ ପରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବାକୁ ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ । ବିଭିନ୍ନ ମସଜିଦ, ଇଦଗାହର ନାମ ଏବଂ ନମାଜ ସୟୟ ତାଲିକା ମାଧ୍ୟମରେ ପ୍ରକାଶ କରାଯାଇଛି ।

କେବଳ ଜମ୍ମୁ ଜିଲ୍ଲା ପାଇଁ ଏହି ତାଲିକା ଜାରି ହୋଇଥିବାବେଳେ ନମାଜ ପାଠ କରିବାର ସମୟ ସକାଳ 6.15ରୁ 9 ଟା ପର୍ଯ୍ୟନ୍ତ ଚାଲୁ ରଖିବାକୁ ନିର୍ଦ୍ଦେଶ ରହିଛି ।

ଜମ୍ମୁ: ପ୍ରଶାସନ ଜାରି କଲା ନମାଜ ପ୍ରାଥନା ପାଇଁ ନିର୍ଦ୍ଧାରିତ ସମୟ । ବିଭିନ୍ନ ମଜଜିଦ୍ ଏବଂ ଇଦଗାହରେ ଭିନ୍ନ ଭିନ୍ନ ସମୟରେ ନମାଜ ପାଠ କରିବା ପାଇଁ ନିର୍ଦ୍ଦେଶ ଦେଇଛି ଓକାଫ ଇସଲାମିଆର ପ୍ରଶାସନ ।

_jammu
ଫଟୋ ସୌଜନ୍ୟ: ଏଏନ୍ଆଇ

ଧାରା 370 ଉଚ୍ଛେଦ ପରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବାକୁ ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ । ବିଭିନ୍ନ ମସଜିଦ, ଇଦଗାହର ନାମ ଏବଂ ନମାଜ ସୟୟ ତାଲିକା ମାଧ୍ୟମରେ ପ୍ରକାଶ କରାଯାଇଛି ।

କେବଳ ଜମ୍ମୁ ଜିଲ୍ଲା ପାଇଁ ଏହି ତାଲିକା ଜାରି ହୋଇଥିବାବେଳେ ନମାଜ ପାଠ କରିବାର ସମୟ ସକାଳ 6.15ରୁ 9 ଟା ପର୍ଯ୍ୟନ୍ତ ଚାଲୁ ରଖିବାକୁ ନିର୍ଦ୍ଦେଶ ରହିଛି ।

ସ୍ଲଗ :ଉଦଯାପିତ ହେଲା  ବ୍ରହ୍ମପୁର ର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା-
ମାଙ୍କୁ ବିଦାୟ ଦେବା ପାଇଁ ସାମିଲ ହେଲେ ହଜାର ହଜାର ମାନସିକ ଧାରି ଙ୍କ ଘଟ   ...
ରିପୋର୍ଟର: ସମୀର ଆଚାର୍ଯ୍ୟ,
ଫମାର୍ଟ  : ସ୍ୱତନ୍ତ୍ର ପ୍ୟାକେଜ,
ସ୍ଥାନ       :   ବ୍ରହ୍ମପୁର,
ତାରିଖ    :୩୦-୦୪-୧୯. :-(ଭିଜୁଆଲ ମୋଜୋ ରେ ଯାଇଛି.)
 (ଆଙ୍କର):-ଗତ ୩୨ ଦିନ ଧରି ବ୍ରହ୍ମପୁର ସହରରେ ଆୟୋଜିତ ହୋଇଆସୁଥିବ ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା ଶେଷରେ ଉଦଯାପିତ ହୋଇଯାଇଛି  । ମାଙ୍କ ମୁଖ୍ୟ ପିଠରୁ ନିମନ୍ତ୍ରଣ ପାଇବା ପରେ ପ୍ରଥମେ ଶହତ୍ସାକ୍ଷୀ ଘଟ ସହିତ ମୁଖ୍ୟ ଘଟ ଏବଂ ସମସ୍ତ ପାର୍ଶ୍ୱଘଟ ମୁଖ୍ୟ ମନ୍ଦିରରେ ପହଞ୍ଚିବା ପରେ ଯାତ୍ରା ଉଦଯାପିତ ହୋଇଥିବା ବେଳେ ମାଙ୍କୁ ବିଦାୟ ଦେବା ପାଇଁ ହଜାର ହଜାର ମାନସିକ ଧାରି ଙ୍କ ଘଟ ଏଥିରେ ସାମିଲ ହୋଇଥିବା ଦେଖାଯାଇଥିଲା । ସୁରକ୍ଷା କୁ ଦଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା  । 
(ଭି.ଓ-୧)-ଗତ ୩୨ ଦିନ ଧରି ନିଜ ବାପ ଘରେ ରହି ପୁଜା ପାଇଆସୁଥିବା ବ୍ରହ୍ମପୁର ର ଆରାଧ୍ୟ ଦେବୀ ମାଆ ବୁଢୀ ସାଆନ୍ତାଣୀ ମୁଖ୍ୟ ପୀଠକୁ ଫେରିବା ପରେ  ଉଦଯାପିତ ହୋଇଯାଇଛି ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ଯାତ୍ରା  ।ପରମ୍ପରା ଅନୁଯାୟୀ ମାଆ ଙ୍କର ମୁଖ୍ୟ ପୀଠରୁ ନିମନ୍ତ୍ରଣ କରାଯିବା ପରେ ମଧ୍ୟ ରାତ୍ରରେ ମାଆ ଙ୍କ ଅସ୍ଥାୟୀ ମନ୍ଦିର ରୁ ପାରମ୍ପାରିକ ରୀତିନୀତିରେ ପୁଜାର୍ଚ୍ଚନା କରାଯିବା ପରେ ଶହତ୍ସାକ୍ଷୀ ଘଟ ପ୍ରଥମେ ବାହାରିବା  ପରେ ପଛେ ପଛେ ମୁଖ୍ୟ ଘଟ ସହ ସମସ୍ତ ପାର୍ଶ୍ୱଘଟ ବାହାରିଥିଲା ମୁଖ୍ୟ ପୀଠ ଅଭିମୁଖେ ।ମାଆ ବିରାଟ ପଟୁଆର ରେ ମହୁରି ରାଜବାଟି ଯାଇ ସେଠାରୁ ସହର ପରିକ୍ରମା କରିବା ପରେ ନିଜର ମାଉସୀ ମାଆ ଙ୍କ ଘରେ ପୋଡପିଠା ଭୋଗ ହେବା ପରେ ମାଆ ବାହାରିଥିଲେ ମୁଖ୍ୟପୀଠ ଅଭିମୁଖେ । 
ବାଇଟ- ଦୁର୍ଗା ପ୍ରସାଦ ଦେଶୀ ବେହେରା(ମୁଖ୍ୟ ପରିଚାଳକ,ବୁଢୀ ଠାକୁରାଣୀ ଯାତ୍ରା )
ବାଇଟ୍ -ମାଉସୀ ମା 
 (ଭି.ଓ-୨)- ପ୍ରତେକ ଝିଅ କୁ ବାପଘର ପକ୍ଷରୁ ବିଦାୟ ଦିଆଯିବା ଭଳି ମାଆ ଙ୍କୁ ପରମ୍ପାର ଅନୁଯାୟୀ ବାପ ଘର ପକ୍ଷରୁ ଯଥାରୀତି ଅନୁଯାୟୀ ବିଦାୟ ଦିଆଯାଇଥିବା ବେଳେ ଏଓହି ଅବସରରେ ସହରର ହଜାର ହଜାର ମହିଳା ମୁଣ୍ଡରେ ଘଟ ଧରି ମାଆ ଙ୍କୁ ବିଦାୟ ଦେବା ପାଇଁ ମୁଖ୍ୟ ପିଠରେ ପହଞ୍ଚିଥିଲେ  । ଅନ୍ୟପଟେ ଯାତ୍ରାର ଅନ୍ତିମ ଦିବସରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା  ।ସେପଟେ ମାଆ ଙ୍କ ଘଟ ମୁଖ୍ୟ ପିଠକୁ ପହଞ୍ଚିବା  ପରେ ସମସ୍ତ କାର୍ଯ୍ୟ ଶେଷ ପରେ ମୁଖ୍ୟ ପିଠରେ ଆରମ୍ଭ ହେବ ଭକ୍ତ ଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ।
ବାଇଟ୍ -  ଦୁର୍ଗା ପ୍ରସାଦ ବେହେରା(ପୁଜକ  -ଠାକୁରାଣୀ ମନ୍ଦିର)
ରିପୋର୍ଟର ପିଟୁସି( ସମୀର ଆଚାର୍ଯ୍ୟ )
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.