ETV Bharat / bharat

ଆଜି ଇସ୍ତଫା ଦେବେ ନାଇଡୁ

ଆନ୍ଧ୍ରରେ ବିପର୍ଯ୍ୟୟ ସାମ୍ନା କରୁଛି ଟିଡିପି । ଇସ୍ତଫା ଦେବେ ନାଇଡୁ ।

ଫାଇଲ ଫଟୋ
author img

By

Published : May 23, 2019, 2:19 PM IST

ଅମରାବତୀ: ଆଜି ଇସ୍ତଫା ଦେବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ଆନ୍ଧ୍ରରେ ଟିଡିପି ବିପର୍ଯ୍ୟୟ ସାମ୍ନା କରୁଥିବା ଜଣାପଡିବା ପରେ ଇସ୍ତଫା ଦେବାକୁ ଯାଉଛନ୍ତି ନାଇଡୁ । ବର୍ତ୍ତମାନର ଭୋଟ ଗଣତି ଟ୍ରେଣ୍ଡ କହୁଛି YSRCP ବହୁ ଆଗରେ ରହିଛି । 175 ବିଧାନସଭା ଆସନରୁ 145 ଆସନରେ ଦଳ ଆଗରେ ଅଛି । ରାଜ୍ୟରେ ଦଳ ସରକାର ଗଢିବା ଗୋଟିଏ ପ୍ରକାର ନିଶ୍ଚିତ ହେଉଛି ।

ଅନ୍ୟପଟେ YSRCPର ବିପୁଳ ସଫଳତା ଦେଖି ଦଳୀୟ କର୍ମୀ ବିଜୟ ଉତ୍ସବ ମନାଇବା ଆରମ୍ଭ କଲେଣି । ଏପରିକି ଜଗମୋହନ ଆସନ୍ତା 30ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ବୋଲି ବରିଷ୍ଠ ନେତା ଉମର ରେଡ୍ଡୀ କହିଛନ୍ତି ।

Intro:Body:

BLANK

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.