ETV Bharat / bharat

'ବିକ୍ରମ' ଭାଙ୍ଗିଲେ କି ଟ୍ରାଫିକ ନିୟମ...

author img

By

Published : Sep 9, 2019, 3:17 PM IST

'ଲ୍ୟାଣ୍ଡର' ବିକ୍ରମକୁ ନେଇ  ନାଗପୁର ପୋଲିସ ଏକ ମଜାଦାର ଟ୍ବିଟ କରିଛି ।  ସିଗନାଲ ଭାଙ୍ଗିବା ଦୋଷରେ ଆମେ ତୁମର ଚାଲାଣ କାଟିବୁ ନାହିଁ । ଦୟାକରି ଯୋଗାଯୋଗ କର ବୋଲି ଟ୍ବିଟରେ ଲେଖିଛି ନାଗପୁର ପୋଲିସ ।

ଫାଇଲ ଫଟୋ

ହାଇଦ୍ରାବାଦ: ଚନ୍ଦ୍ରଯାନ-2 ର 'ଲ୍ୟାଣ୍ଡର' ବିକ୍ରମର ସହ ଇସ୍ରୋର ଯୋଗାଯୋଗ ବିଛିନ୍ନକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଗୋଟିଏ ପଟେ ଇସ୍ରୋ ପୁଣିଥରେ ବିକ୍ରମ ସହ ଯୋଗାଯୋଗ ସ୍ଥାପନ ପାଇଁ ପ୍ରୟାସ କରୁଛି ତ ଅନ୍ୟପକ୍ଷରେ ସାଧାରଣ ଲୋକେ ସୋସିଆଲ ମିଡିଆରେ ନିଜ ନିଜ ହିସାବରେ ଏଥିପାଇଁ ବିକ୍ରମ ନିକଟରେ ଗୁହାରି କରୁଛନ୍ତି । ଏହି କ୍ରମରେ ନାଗପୁର ସହର ପୋଲିସ ଏକ ମଜାଦାର ଢଙ୍ଗରେ ବିକ୍ରମକୁ ଗୁହାରି କରୁଛି ।

'ଲ୍ୟାଣ୍ଡର' ବିକ୍ରମକୁ ନେଇ ନାଗପୁର ପୋଲିସ ଏକ ମଜାଦାର ଟ୍ବିଟ କରିଛି । ନାଗପୁର ପୋଲିସ ଟ୍ବିଟ କରି କହିଛି, ପ୍ରିୟର ବିକ୍ରମ, ଦୟାକରି ଯୋଗାଯୋଗ କର । ସିଗନାଲ ଭାଙ୍ଗିବା ଦୋଷରେ ଆମେ ତୁମର ଚାଲାଣ କାଟିବୁ ନାହିଁ । ତେବେ ନାଗପୁର ପୋଲିସର ଏହି ଟ୍ବିଟକୁ ପସନ୍ଦ କରିବା ସହ ଅନେକ ସୋସିଆଲ ମିଡିଆ ୟୁଜର୍ସ ଏଥିରେ ପ୍ରତିକ୍ରିୟା ଦେଉଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.