ETV Bharat / bharat

ଗୁପକାର ଚୁକ୍ତିରୁ ଓହରିଲେ ମୁଜାଫର ହୁସେନ ବେଗ

କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କାଶ୍ମୀର ବରିଷ୍ଠ ରାଜନେତା ମୁଜାଫର ହୁସେନ ବେଗ ଗୁପକାର ଚୁକ୍ତିରୁ ଓହରିଛନ୍ତି । ସିଟ ବଣ୍ଟନକୁ ନେଇ ଏ ଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

author img

By

Published : Nov 14, 2020, 8:51 PM IST

Muzafar Hussain Beigh
ଗୁପକାର ଚୁକ୍ତିରୁ ଓହରିଲେ ମୁଜାଫର ହୁସେନ ବେଗ

ଶ୍ରୀନଗର: ଗୁପକାର ଚୁକ୍ତିରୁ ଓହରିଲେ ମୁଜାଫର ହୁସେନ ବେଗ । କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କାଶ୍ମୀର ବରିଷ୍ଠ ରାଜନେତା ମୁଜାଫର ହୁସେନ ବେଗ ଗୁପକାର ଚୁକ୍ତିରୁ ଓହରିଛନ୍ତି । ସିଟ ବଣ୍ଟନକୁ ନେଇ ଏ ଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି ।

ସୂଚନାଥାଉକି ପିଡିପି ମୁଖ୍ୟ ମେହବୁବା ମୁଫତି ଗୃହବନ୍ଦୀରୁ ମୁକ୍ତ ହେବା ପରେ ଜମ୍ମୁ କାଶ୍ମୀର ମୁଖ୍ୟ 7 ଟି ରାଜନୈତିକ ଦଳ ଧାରା 370 ଓ 35 A କୁ ପୁନଃ ଲାଗୁ କରିବା ନେଇ ଗୁପକାର ଡିକ୍ଲେରେସନ ଘୋଷଣା କରାଯାଇଥିଲା । କେନ୍ଦ୍ର ସରକାରଙ୍କ ବିରୋଧରେ ଏହାକୁ କାର୍ଯ୍ୟ କରିବାପାଇଁ ବ୍ୟବହୃତ କରାଯାଉଥିଲେ । ଏହାର ମୁଖ୍ୟ ଭାବରେ ଏନସି ମୁଖ୍ୟ ଫାରୁକ ଅବଦୁଲ୍ଲା ରହିଛନ୍ତି । ଶେଷରେ ଜମ୍ମୁ କାଶ୍ମୀରରେ ହେବାକୁ ଥିବା ଡିଡିସି ନିର୍ବାଚନରେ ଭାଗ ନେବାକୁ ନିଷ୍ପତ୍ତି ନେଇଥିଲେ । ଏହି ନିର୍ବାଚନରେ ଗୁପକାର ଚୁକ୍ତିର ସିଟ ବଣ୍ଟନକୁ ନେଇ ଅସହମତି ହୋଇଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.