ETV Bharat / bharat

ମହାରାଷ୍ଟ୍ରରେ ଅଣାୟତ କୋରୋନା, 90 ହଜାର ପାର ଆକ୍ରାନ୍ତଙ୍କ ସଂଖ୍ୟା - coronavirus

ମହାରାଷ୍ଟ୍ରରେ 90 ହଜାର ପାର ଆକ୍ରାନ୍ତଙ୍କ ସଂଖ୍ୟା । ମୁମ୍ବାଇରେ ପାର ଉହାନ ଆକ୍ରାନ୍ତଙ୍କ ସଂଖ୍ୟା । ଅଧିକ ପଢନ୍ତୁ...

Mumbai, With 51,100 Coronavirus Cases, Crosses Wuhan
ପ୍ରତିକାତ୍ମକ ଫଟୋ
author img

By

Published : Jun 10, 2020, 1:11 AM IST

ମୁମ୍ବାଇ: ଦିନକୁ ଦିନ ମହାରାଷ୍ଟ୍ର ସ୍ଥିତି ଜଟିଳ ହେବାରେ ଲାଗିଛି । 90 ହଜାର ପାର ହେଉଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ କୋରୋନା ନେଲା 120 ମୁଣ୍ଡ । ମଙ୍ଗଳବାର 2259ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ବର୍ତ୍ତମାନ ରାଜ୍ୟରେ 90 ହଜାର ପାର ହୋଇଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୋଟ ମୃତ୍ୟୁ ସଂଖ୍ୟା 3,289ରେ ପହଞ୍ଚିଛି ।

କିନ୍ତୁ ଅଧିକ ଗମ୍ଭୀର ହେଉଛି ମୁମ୍ବାଇ ସ୍ଥିତି । 51 ହଜାରରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । 1760 ଜଣଙ୍କର ମୁଣ୍ଡ ନେଲାଣି ମହାମାରୀ କୋରୋନା । 22 ହଜାରରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନର ସ୍ଥିତିକୁ ଦେଖି କାର୍ଯ୍ୟାଳୟର ପ୍ରାୟ 10 ପ୍ରତିଶତ କର୍ମଚାରୀଙ୍କୁ ଅଫିସ ଆସିବାକୁ ଅନୁମତି ଦିଆଯାଇଛି। ସୋମବାର ଠାରୁ କର୍ମଚାରୀମାନେ କାର୍ଯ୍ୟ କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.