ETV Bharat / bharat

ଡିଆଇଜିଙ୍କ ନାଁରେ ଅସଦାଚରଣ ଅଭିଯୋଗ, ପୀଡିତା ନିଖୋଜ - mumbai ceime news

ଡିଆଇଜିଙ୍କ ନାମରେ ଅସଦାଚରଣ ଅଭିଯୋଗ । ପୀଡିତା ନିଖୋଜ । ଆତ୍ମହତ୍ୟା ପାଇଁ ଘର ଛାଡିଥିବା ଉଲ୍ଲେଖ ସୁଇସାଇଡ ନୋଟ ଜବତ । ଆଗକୁ ପଢନ୍ତୁ....

Mumbai girl who accused DIG of sexual harassment goes 'missing'
ଫାଇଲ ଫଟୋ
author img

By

Published : Jan 10, 2020, 10:47 AM IST

ମୁମ୍ବାଇ: ପୋଲିସ ଡିଆଇଜି ନିଶିକାନ୍ତ ମୋରେଙ୍କ ନାମରେ ନାବାଳିକାଙ୍କୁ ର୍ଦୁବ୍ୟବହାର ମାମଲା । ଏପଟେ ସୋମବାର ରାତିରୁ ପୀଡିତା ନିଖୋଜ ଥିବା ଅଭିଯୋଗ କରିଛି ପରିବାର । ଘର ଛାଡିବା ପୂର୍ବରୁ ପୀଡିତା ସୁଇସାଇଡ ନୋଟଲେଖି ଛାଡିଯାଇବା ସୂଚନା ଦେଇଛନ୍ତି ତାଙ୍କ ପରିବାର ।

ସୋମବାର ଝିଅ କଲେଜ ଯିବା ବାଟରେ ତାକୁ କେହି ଜଣେ ଭେଟିବା ସହ ଫୋନ ନମ୍ବର ମଧ୍ୟ ନେଇଥିଲେ । କଲେଜରୁ ଫେରି ରାତିରେ ଶୋଇଥିଲେ ପୀଡିତା । ହେଲେ ସକାଳୁ ସେ ନିଖୋଜ ଥିବା କହିଛନ୍ତି ପୀଡିତାଙ୍କ ବାପା ।

ଡିଆଇଜିଙ୍କ ବ୍ୟବହାରରେ ସେ ଅତିଷ୍ଠ ହୋଇଯାଇଥିବା ଚିଠିରେ ଲେଖିଛନ୍ତି । ମୁଁ ଏପରି ବ୍ୟବାହାର ସହ୍ୟ କରିପାରିବିନି, ତେଣୁ ଆତ୍ମହତ୍ୟା କରିବା ପାଇଁ ଚାହୁଁଛି ବୋଲି ଲେଖିଛନ୍ତି । ଏହି ଚିଠି ପାଇବା ପରେ ପୋଲିସକୁ ଖବର ଦେଇଥିଲେ ପରିବାର । ସିସିଟିଭି ଫୁଟେଜକୁ ଆଧାର କରି ହୋଇଥିଲା ପ୍ରାଥମିକ ତଦନ୍ତ । ରାତି 11.30 ସମୟରେ ପୀଡିତା ଘର ଛାଡିଥିବା ଦେଖାଯାଇଛି ।

ପୋଲିସ ଚାହିଁଲେ ହିଁ ମୋ ଝିଅକୁ ଖୋଜିଆଣିବ । କିନ୍ତୁ ପୋଲିସ ଡିଆଇଜିଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନେଉନାହିଁ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୁହାରୀ କରି ନାବାଳିକାଙ୍କ ପିତା ସୁରକ୍ଷା ମାଗିଛନ୍ତି । ଗତମାସରେ ନାବାଳିକାଙ୍କ ଜନ୍ମଜିନ ପାର୍ଟିରେ ସେ ଡିଆଇଜିଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇଥିଲେ ।

Intro:Body:

https://www.aninews.in/news/national/general-news/nia-files-charge-sheet-against-11-accused-in-ansarullah-case20200108231255/

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.