ETV Bharat / bharat

ବିମାନ ବନ୍ଦରରୁ 14ଲକ୍ଷ ବିଦେଶୀ ମୁଦ୍ରା ଜବତ କଲା CISF

ବିଦେଶୀ ନାଗରିକଙ୍କ ଠୁ 14 ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ଜବତ କଲା CISF ।

foreign currency
ବିଦେଶୀ ମୁଦ୍ରା ଜବତ କଲା CISF
author img

By

Published : Dec 23, 2019, 3:51 PM IST

ମୁମ୍ବାଇ: ସିକ୍ୟୁରିଟି ଚେଂକି ସମୟରେ ସିଆଇଏସଏଫ ହାତରେ ଧରାପଡିଲେ ବିଦେଶୀ ନାଗରିକ । 14 ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ଜବତ ହେବା ସହ ତାଙ୍କୁ ଗିରଫ କରାଯାଇଛି । ମୁମ୍ବାଇ ବିମାନବନ୍ଦରରୁ ବିଦେଶୀ ନାଗରିକଙ୍କୁ ଗିରଫ କରାଯିବା ପରେ କଷ୍ଟମ ବିଭାଗକୁ ହସ୍ତାନ୍ତର କରାଯାଇଛି ।

foreign currency
ବିଦେଶୀ ମୁଦ୍ରା ଜବତ କଲା CISF

ସିଆଇଏସଏଫଙ୍କ କହିବାନୁସାରେ, ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରୁଥିବା ସମୟରେ ସନ୍ଦିଗ୍ଧ ବିଦେଶୀ ନାଗରିକଙ୍କ ଉପରେ ସନ୍ଦେହ ହୋଇଥିଲା । ଯାହାପରେ ବ୍ୟକ୍ତିଙ୍କୁ ଯାଞ୍ଚ କରିବା ପରେ ତାଙ୍କ ନିକଟରୁ 20 ହଜାର ୟୁଏସ ଡଲାର ଜବତ କରାଯାଇଛି ।

ପିନ୍ଧିଥିବା ଜୋତା ମୋଜା ଭିତରେ ଏତେ ପରିମାଣର ଟଙ୍କା ଲୁଚାଇ ରଖିଥିଲେ ଗିରଫ ଯୁବକ ।

Intro:मुम्बई एयरपोर्ट पर सिक्योरिटी चेकिंग के दौरान, सीआईएसएफ ने एक विदेशी नागरिक को 14 लाख की विदेशी करेंसी के साथ पकड़ लिया गया है. जिसे बाद में कस्टम डिपार्टमेंट के हवाले कर दिया गया .

सीआईएसएफ ने बताया कि पकड़े गए यात्री का रुच्याहना गशुगी है. जो कि किगली जा रहे थे.

Body:शक के आधार पर की जांच, बरामद हुई विदेशी करेंसी..

सीआईएसएफ के अनुसार, सिक्योरिटी होल्ड एरिया पर ड्यूटी दे रहे सीआईएसएफ कर्मी को प्रीम्बार्कमेंट चेकिंग के दौरान यात्री पर शक हुआ. जिसके बाद सीआईएसएफ कर्मी ने यात्री की जांच की और उसके पास 20 हज़ार यूएस डॉलर बरामद किए, जो कि उसने अपने सॉक्स में छुपा रखे थे.

नहीं दिख पाया कोई वैलिड डॉक्यूमेंट..

पूछताछ में यात्री इन डॉलर के सम्बंध कोई वैलिड डॉक्यूमेंट नहीं दिखा पाया. जिसके बाद सीआईएसएफ कर्मियों ने मामले की सूचना अपने सीनियर्स व कस्टम डिपार्टमेंट को दी.

Conclusion:कस्टम ने किया गिरफ्तार...
जिसके बाद कस्टम विभाग ने आकर बरामद हुई विदेशी करेंसी को जब्त कर लिया और यात्री को गिरफ्तार कर लिया. कस्टम के अनुसार बरामद हुई विदेशी करेंसी की कीमत 14 लाख रुपये है.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.