ETV Bharat / bharat

'ସିଙ୍ଘମ'ଙ୍କ ଷ୍ଟଣ୍ଟ କରି ଫାଇନ ଗଣିଲେ ପୋଲିସ ବାବୁ

author img

By

Published : May 12, 2020, 12:32 PM IST

ବଲିଉଡ ଅଭିନେତା ଅଜୟ ଦେବଗନ ଷ୍ଟଣ୍ଟ କରି ଫସିଲେ ପୋଲିସ ଅଫିସର । ଗଣିଲେ 5000 ହାଜର ଫାଇନ । ଅଧିକ ପଢନ୍ତୁ...

'ସିଙ୍ଘମ'ଙ୍କ ଷ୍ଟଣ୍ଟ କରି ଫାଇନ ଗଣିଲେ ପୋଲିସ ବାବୁ
'ସିଙ୍ଘମ'ଙ୍କ ଷ୍ଟଣ୍ଟ କରି ଫାଇନ ଗଣିଲେ ପୋଲିସ ବାବୁ

ଭୋପାଳ: ସିଙ୍ଘମ ଷ୍ଟାଇଲ ଆପଣାଇ ଫସିଗଲେ ପୋଲିସ ଇନ୍ସପେକ୍ଟର । ବଲିଉଡର ଅଭିନେତା ଅଜୟ ଦେବଙ୍କ ଷ୍ଟଣ୍ଟ କରି ଗଣିଲେ 5 ହଜାର ତଣ୍ଡ । ଟ୍ରାଫିକ ନିୟମ ଉଲ୍ଳଙ୍ଘନ କରିଥିବା ଅଭିଯୋଗରେ ଫାଇନ ପଡିଛି । ଏହା ସହ ତାଙ୍କୁ ଯେଉଁ ଫାଣ୍ଡିର ଦାୟିତ୍ବ ଦିଆଯାଇଥିଲା ସେଥିରୁ ମଧ୍ୟ ହଟାଇ ଦିଆଯାଇଛି ।

ମଧ୍ୟପ୍ରଦେଶ ଦାମୋହ ଜିଲ୍ଲାରେ କାର୍ଯ୍ୟରତ ସବ-ଇନ୍ସପେକ୍ଟର ମନୋଜ ଯାଦବ । ସେ ଅଜୟ ଦେବଗନଙ୍କ ଫିଲ୍ମ 'ସିଙ୍ଘମ'ର ଏକ ଗୀତରେ ଷ୍ଚଣ୍ଟ ଦେଖାଇଥିଲେ । ଏହି ଷ୍ଟଣ୍ଟଟି ଅଜୟ ଦେବଗନଙ୍କ ଡେବ୍ୟୁ ଫିଲ୍ମ 'ଫୁଲ ଔର କାଣ୍ଟେ' ଫିଲ୍ମର । ସେଥିରେ ଅଜୟ ଦେବଗନ ଯେପରି ଦୁଇ ବାଇକରେ ଷ୍ଟଣ୍ଟ କରିଥିଲେ । ଏଠି ସବ-ଇନ୍ସପେକ୍ଟର ଜଣକ 2ଟି କାର ବ୍ୟବହାର କରିଥିଲେ ।

ଏହି ଭିଡିଓଟି ସୋସିଆଲ ମିଡିଆରେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବରିଷ୍ଠ ପୋଲିସ ଅଧିକାରୀ ଅନୀଲ ଶର୍ମା କାର୍ଯ୍ୟାନୁଷ୍ଠାନ ନେବାକୁ ଦାମୋହ ଜିଲ୍ଲା ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.