ETV Bharat / bharat

ଉଦ୍ଧାର ହେଲେ 35ରୁ ଊର୍ଦ୍ଧ୍ବ ବେବି କୋବ୍ରା

ବେଙ୍ଗାଲୁରୁରୁ ଉଦ୍ଧାର ହେଲା 35ଟି କୋବ୍ରା ସାପ ଛୁଆ । ବିଭିନ୍ନ ଘରୁ ଉଦ୍ଧାର କରିଛି ସର୍ପ ଉଦ୍ଧାରକାରୀ ଦଳ ।

ଫଟୋ ସୌଜନ୍ୟ : ଇଟିଭି ଭାରତ
author img

By

Published : Jun 10, 2019, 8:49 AM IST

ବେଙ୍ଗାଲୁରୁ: ଘର ଭିତରେ ବୁଲୁଛନ୍ତି କୁନିକୁନି କୋବ୍ରା । କେଉଁଠି ଖଟ ଗଦି ତଳେ ତ ଆଉ କାହାର ଜୋତା ଭିତରେ ଶୋଇ ରହିଛି କୋବ୍ରା ଛୁଆ । ଘର ଭିତରେ ଯେଉଁଠି ପାଦ ରଖିବ ସେଇଠି ବୁଲୁଛନ୍ତି କୋବ୍ରା। ଏଭଳି ଘଟଣା ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ। 35ରୁ ଊର୍ଦ୍ଧ୍ବ କୋବ୍ରା ଛୁଆଙ୍କୁ ବେଙ୍ଗାଲୁରୁର ସର୍ପ ଉଦ୍ଧାରକାରୀ ଦଳ(ବିବିଏମପି) ଉଦ୍ଧାର କରିଛି ।

ବେଙ୍ଗାଲୁରୁର ବିଦ୍ୟାରମ୍ୟପୁରା,ସହକର ନଗର ଏବଂ ଅମିତ ହାଲି ଭଳି ଅଞ୍ଚଳରେ ଥିବା କିଛି ଘରୁ ଉଦ୍ଧାର ହୋଇଛନ୍ତି ଏହିସାପ ଛୁଆ । ଦିନକୁ ପ୍ରାୟ 150 ଟି ଫୋନ ବିବିଏମପିକୁ ଆସିଥାଏ । ତେବେ ଏଥିମଧ୍ୟରୁ ପ୍ରାୟ 80 ପ୍ରତିଶତ ଏହି ସାପକୁ ନେଇ ଆସିଥାଏ ବୋଲି ଜଣାପଡିଛି ।

ତେବେ ହଠାତ ଘର ଭିତରେ ଏତେ ମାତ୍ରାରେ ସାପ ଛୁଆ ଆସିଲା କେଉଁଠୁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Intro:Body:

fsfs

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.