ETV Bharat / bharat

ଚଳିତ ବର୍ଷ ଉତ୍ତର-କେନ୍ଦ୍ରୀୟ ଭାରତରେ କମ ବର୍ଷା ହୋଇପାରେ: ରିପୋର୍ଟ - ଆମେରିକାର ସାଇଣ୍ଟିଫିକି ଏଜେନ୍ସି

ଆମେରିକାର ସାଇଣ୍ଟିଫିକି ଏଜେନ୍ସି ଦ୍ୱାରା ହୋଇଥିବା ଏକ ଗବେଷଣାରୁ ପୂର୍ବାନୁମାନ କରାଯାଇଛି ଯେ ମନସୁନ ଲୋ ପ୍ରେସର ସିଷ୍ଟମ ଆନୁମାନିକ କମ କାରଣରୁ ଚଳିତ ବର୍ଷ ଉତ୍ତର-କେନ୍ଦ୍ରୀୟ ଭାରତରେ କମ୍ ବର୍ଷା ହୋଇପାଇପାରେ ।

rainfall
ଚଳିତ ବର୍ଷ ଉତ୍ତର-କେନ୍ଦ୍ରୀୟ ଭାରତରେ କମ୍ ବର୍ଷା ହୋଇପାରେ
author img

By

Published : Jul 25, 2020, 9:54 PM IST

ନୂଆଦିଲ୍ଲୀ: ଆମେରିକାର ସାଇଣ୍ଟିଫିକି ଏଜେନ୍ସି ଦ୍ୱାରା ହୋଇଥିବା ଏକ ଗବେଷଣାରୁ ପୂର୍ବାନୁମାନ କରାଯାଇଛି ଯେ ମନସୁନ ଲୋ ପ୍ରେସର ସିଷ୍ଟମ ଆନୁମାନିକ କମ କାରଣରୁ ଚଳିତ ବର୍ଷ ଉତ୍ତର-କେନ୍ଦ୍ରୀୟ ଭାରତରେ କମ୍ ବର୍ଷା ହୋଇପାରେ ।

ଜାତୀୟ ମହାସାଗରୀୟ ଏବଂ ବାୟୁମଣ୍ଡଳ ପ୍ରଶାସନ (ଏନଓଏସଏସ) ଦ୍ୱାରା ଶୁକ୍ରବାର ପ୍ରକାଶିତ ହୋଇଥିବା ଅଧ୍ୟୟନରେ, ଦକ୍ଷିଣ ଏସିଆର ମୌସୁମୀ ଅଞ୍ଚଳରେ ମୌସୁମୀ ଲୋ-ପ୍ରେସର ସିଷ୍ଟମ (ଏମଏଲପିଏସ)ରେ ଉଲ୍ଲେଖନୀୟ ହ୍ରାସ ଘଟିଥିବାର ପୂର୍ବାନୁମାନ କରାଯାଇଛି । ଯାହା ମୁଖ୍ୟ କାରଣ ହେଉଛି ନିମ୍ନ ସ୍ତରର ଆପେକ୍ଷିକ ଘୂର୍ଣ୍ଣିବଳୟର ହ୍ରାସ ।

ସୂଚନାଅନୁଯାୟୀ, ଏମପିଏଲଏସ ଭାରତୀୟ ଉପମହାଦେଶରେ ପ୍ରାଥମିକ ବର୍ଷା ଉତ୍ପାଦନ କରୁଥିବା ସିନୋପ୍ଟିକ୍-ସ୍କେଲ୍ ପ୍ରଣାଳୀ । ଏଥିସହ ଏମପିଏଲଏସ କାରଣରୁ ଉତ୍ତର ଏବଂ ମଧ୍ୟ ଭାରତରେ ବାର୍ଷିକ ବୃଷ୍ଟିପାତର ଅଧାରୁ ଅଧିକ ହୋଇଥାଏ ବୋଲି ଆକଳନ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.